Related Contents

ସହିଦ ଯବାନଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ଲକ୍ଷ୍ମୀପୁର (ମଣ୍ଟୀ ଖରା): ଗତ ୧୪ତାରିଖ ରେ ଜାମ୍ମୁ କାଶ୍ମୀର ସ୍ଥିତ ଫୁଲବାମା ଠାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ବୋମା ବିସ୍ଫୋରଣରେ ସହିଦ ହୋଇଥିବା ବୀର ସୈନିକ ମାନଙ୍କ ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଲକ୍ଷ୍ମୀପୁର ଠାରେ ଅନୁଷ୍ଠିତ ହୋଇଥିଲା |

ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ ସହ ଅନେକ ଜନସାଧାରଣ ଯୋଗ ଦେଇ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ପାକିସ୍ତାନ ମୁର୍ଦ୍ଦାବାଦ, ସହିଦ ଯବାନ ଅମର ରହେ ଆଦି ଧ୍ୱନି ରେ ଲକ୍ଷ୍ମୀପୁର ଅଂଚଳ ଗର୍ଜି ଉଠିଥିଲା |

Comments are closed.