Related Contents

ବେରେଡାକିଆ ପଂଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଇକିଆ (ଜଗଦୀଶ ଦାସ): କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବେରେଡାକିଆ ପଂଚାୟତରେ ଆଜି ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ରହିଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅତିଥି ମାନେ ସୂଚନା ଦେଇଥିଲେ | ଏହି ପିଠା କାର୍ଯ୍ୟକ୍ରମରେ ବେରେଡାକିଆ ସରପଞ୍ଚ ରଶ୍ମିତା କୁମାରୀ ପ୍ରଧାନ, ବ୍ଲକ ର ଏପିଓ, କୃଷି ବିଭାଗ, ଆଇସିଡିଏସ ରାଇକିଆ, ପିଇଓ ଏନ. ବବିତା କୁମାରୀ, ୱାର୍ଡ ମେମ୍ବର ସହ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ |

Comments are closed.