Related Contents

କାଶ୍ମୀର ସହିଦ୍ ମାନଙ୍କ ପାଇଁ କେଣ୍ଡେଲ୍ ଶଭାଯାତ୍ରା

ଲମତାପୁଟ (କପିଳେନ୍ଦ୍ରଦେବ ସାମନ୍ତରାୟ): କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକର ସଦର ମହକୁମାରେ ଆଜି କାଶ୍ମୀରରେ ସହିଦ୍ ହୋଇ ଥିବା ଜବାନଙ୍କ ପାଇଁ ଏକ କେଣ୍ଡଲ୍ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସମସ୍ତ ଯୁବକ ଓ ସମସ୍ତ ଦଳର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ | ଏହା ସହିତ ସ୍ଥାନୀୟ ସମସ୍ତ ଜନସାଧାରଣ ମଧ୍ୟ ଯୋଗଦେଇ ପାକିସ୍ତାନକୁ ଉଚିତ ଜବାବ ଦେବାକୁ ଦାବି କରିଥିଲେ |

Comments are closed.