ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକରେ ବିଜେଡ଼ି ର ଅଧ୍ୟକ୍ଷା ପଦ

0
209
ରାୟଗଡ଼ା ଜିଲ୍ଲା ପଦ୍ମପୁର

ରିପୋର୍ଟ : ନରତ୍ତମ ପାଢୀ //
ବିଷମକଟକ, (୧୪/୩) : ଜିଲ୍ଲାର ସଭାପତି ଶ୍ରୀଯୁକ୍ତ ସୁଧୀର କୁମାର ଦାସ ଙ୍କ ବଳିଷ୍ଠ ନେତୃତ୍ୱରେ ପୁଣି ବିଜୁ ଜନତା ଦଳ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସୁଧୀର କୁମାର ଦାସ ଙ୍କ ବଳିଷ୍ଠ ନେତୃତ୍ୱରେ ପୁଣି ବିଜୁ ଜନତା ଦଳ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଅଧକ୍ଷା ପଦବୀ ନିଜ ଖାତାକୁ ନେଇଛି ।4bf0a8bc 7a34 4c5f 9bef 31e960148ced ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକରେ ବିଜେଡ଼ି ର ଅଧ୍ୟକ୍ଷା ପଦ

ଅଧକ୍ଷା ଭାବରେ ଶ୍ରୀମତୀ ମଣୀମାଳା ଶବର ସମିତି ସଭ୍ୟା ଜାତିଲି ଗ୍ରାମ ପଞ୍ଚାୟତ ର ଯିଏ କି ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ବିଜୁ ଜନତା ଦଳ ର ସମସ୍ତ କର୍ମକାର୍ତ୍ତାଙ୍କ ଆନ୍ତରିକ ଚେଷ୍ଟା, ନିଷ୍ଠା ଏବଂ ତ୍ୟାଗ ମନୋଭାବ ଯୋଗୁଁ ଆଜି ବିଜୁ ଜନତା ଦଳ ଦୁଇଟି ଜିଲ୍ଳା ପରିଷଦ ସଦସ୍ୟ ଏବଂ ବ୍ଲକ ଅଧକ୍ଷା ପଦବୀ ହାସଲ କରିବାରେ ସକ୍ଷମ ହୋଇଛି । 2efa0a48 f719 4e21 b8a9 1e443c60cd6f ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକରେ ବିଜେଡ଼ି ର ଅଧ୍ୟକ୍ଷା ପଦରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ସମସ୍ତ ଜନ ସାଧାରଣଙ୍କ ଆନ୍ତରିକ ସହଯୋଗ ପାଇଁ ବିଜୁ ପରିବାର ଲୋକଙ୍କ ନିକଟରେ ଚିର କୃତଜ୍ଞ ବୋଲି କହିଛନ୍ତି ।

ସମସ୍ତ ବରିଷ୍ଠ କର୍ମକର୍ତ୍ତା ସଠିକ ମାର୍ଗଦଶନ ଏବଂ ଯୁବ ଓ ଛାତ୍ର ସଂଗଠନର ସମସ୍ତ କର୍ମକର୍ତ୍ତା ଦଳ ପ୍ରତି ନିଷ୍ଠାର ସହିତ ଅକ୍ଲାନ୍ତ ପରିଶ୍ରମ କରିଥିବାରୁ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛନ୍ତି । ଯେଉଁ ଆଶା ଏବଂ ଆକାଂକ୍ଷା ନେଇ ଦଳ ପ୍ରତି ବହୁ ମାତ୍ରାରେ ଜନାଦେଶ ଦେଇଛନ୍ତି ତାହାକୁ ବିଜେଡି ମିଳିମିଶି ସଠିକ ରୁପାୟନ ଦେବା ବୋଲି କହିଛନ୍ତି |