Advertisements
Wednesday, July 8, 2020
Home Accidental Death ମୋଟର ସାଇକଲ ଦୁର୍ଘଟଣାରେ ଚା ଦୋକାନୀର ମୃତ୍ୟୁ- ଗୁଡାରି

ମୋଟର ସାଇକଲ ଦୁର୍ଘଟଣାରେ ଚା ଦୋକାନୀର ମୃତ୍ୟୁ- ଗୁଡାରି

ଗୁଡାରି (ଲୋକନାଥ ସାହୁ): ଗୁମୁଡ଼ା ଗ୍ରାମସ୍ତ ଚିନା ରାଓ ଗତ ରାତ୍ରରେ ତାଙ୍କର କୌଣସି କାମରେ ଗୁଡ଼ାରି ଆସିଥିଲେ ସେ ଗୁଡାରିରୁ ଫେରିବା ସମୟରେ ବଲିଗୁଡା ଛାତ୍ରୀ ନିବାସ ସମ୍ମୁଖରେ ମୋଟର ସାଇକେଲର ଭାରସାମ୍ୟ ହରାଇ ଝୁଲାରେ ପଡି ମୃତ୍ୟୁ ହୋଇଛି ।

ସକାଳୁ ଗ୍ରାମବାସୀ ଦେଖି ପୋଲିସଙ୍କୁ ଜଣାଇଥିଲେ ପୋଲିସ ଘଟଣା ସ୍ତଳରେ ପହଞ୍ଚି ତଦନ୍ତ ଚଲାଇ ଅଛନ୍ତି | ଗୁମୁଡ଼ାର ଲୋକ କିଛି ଖବର ପାଇ ସାଙ୍ଗସାଥି ପହଞ୍ଚି ଥିଲେ ଓ ସେମାନଙ୍କଠାରୁ ପୋଲିସ ବୁଝିବାରୁ ସେ ଜଣେ ଚାହା ଦୋକାନ କରିଛନ୍ତି ବୋଲି ଜଣାପଡିଥିଲା।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସରକାରୀ ଚାକିରିଆ ଗଣମାଧ୍ୟମ ଆଗରେ ମୁହଁ ଖୋଲି ପାରିବେନି

ଭୁବନେଶ୍ୱର (୦୮/୦୭): ରାଜ୍ୟରେ ଏବେଠୁ କୌଣସି ସରକାରୀ ଚାକିରି ଗଣମାଧ୍ୟମ ଆଗରେ ମୁହଁ ଖୋଲିପାରିବେନି ବୋଲି ଜଣାପଡିଛି । ସରକାରୀ ଚାକିରି...

ଧର୍ମପ୍ରାଣ ମହିଳା ଙ୍କ ପରଲୋକ , ଯାଜପୁର

ରିପୋର୍ଟ: ସତ୍ୟଜିତ ବାରିକ //ବରୀ,ଯାଜପୁର (୦୭/୦୭): ଯାଜପୁର ଜିଲ୍ଲା ବରୀ ବ୍ଲକ ରଂପା ଗ୍ରାମ ପଞ୍ଚାୟତ ର ଉପର ରମ୍ପା ର ସ୍ବର୍ଗତ କିଶୋର ଚନ୍ଦ୍ର ମହାନ୍ତି ଙ୍କ...

ସାଂସଦଙ୍କ ବନ୍ଧୁଗାଁର ଆଦର୍ଶ ପଞ୍ଚାୟତକୁ ସମୀକ୍ଷା ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୭/୬/୨୦): କୋରାପୁଟ ଜିଲ୍ଲା ସାଂସଦ ମାନ୍ୟବର ସପ୍ତଗିରି ଶଙ୍କର ହୁଲୁକା ଗାରିଡି ଆଦର୍ଶ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବା ସହିତ ଉପସ୍ଥିତ...

ପଦ୍ମପୁର ଭେଉଁରିଆ ଓ ଜମଲା ଠାରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୮ ୵ ୭ ୵ ୨୦୨୦): ଜମଲା ହସପିଟାଲ ପରିସରରେ ଓ ପଦ୍ମପୁର ନିକଟସ୍ଥ ଭେଉଁରିଆ ଗ୍ରାମ ଠାରେ ଡାକ୍ତର,ନର୍ସ, ଏଏନଏମ,...

Recent Comments

%d bloggers like this: