Advertisements
Wednesday, July 8, 2020
Home District News ଆଜିଠୁ ମୁରିବାହାଲ ଷ୍ଟେସନରେ ରହିବ ଇଣ୍ଟରସିଟି

ଆଜିଠୁ ମୁରିବାହାଲ ଷ୍ଟେସନରେ ରହିବ ଇଣ୍ଟରସିଟି

ମୁରିବାହାଲ (ଭଗବାନ ମହାନ୍ତି / ନିମାଇଁ ଚରଣ ବଘାର): ମୁରିବାହାଲ ରେଳମଞ୍ଚ ଓ ଅଂଚଳବାସୀ ଦୀର୍ଘ ଦିନର କରି ଆସୁଥିବା ଅପେକ୍ଷା ଅନ୍ତ ଘଟିଛି |

ଗୁରୁବାର ଆଜିଠାରୁ ୧୮୪୨୫ ପୁରୀ- ଦୁର୍ଗ ଇଣ୍ଟରସିଟି ଏକ୍ସପ୍ରେସ ସକାଳ ୬.୩୯ରେ ପହଞ୍ଚିବ ଗୋଟିଏ ମିନିଟ ରହି ୬.୪୦ରେ ଛାଡିବ ସେହିପରି ୧୮୪୨୬ ଦୁର୍ଗ – ପୁରୀ ଇଣ୍ଟେରସିଟି ଏକ୍ସପ୍ରେସ ଟ୍ରେନ ରାତି ୮.୩୪ରେ ପହଂଚିବ ଏକ ମିନିଟ ରହି ୮.୩୫ରେ ଛାଡ଼ିବ ବୋଲି ସୂଚନା ଦିଆଯାଇଛି | ଖବରପ୍ରଚାରିତ ହେବା ପରେ ମୁରୀବାହଲ ଅଞ୍ଚଳବାସୀ ଖୁସିର ଲହରୀ ଖେଳିଯାଇଛି | ସକାଳୁ ଟ୍ରେନକୁ ସ୍ୱାଗତ କରିବା ପାଇଁ ମୁରିବାହାଲ ରେଳ ମଞ୍ଚ, ଅଞ୍ଚଳବାସି ଓ ରେଳ କର୍ମଚାରୀ ଉପସ୍ଥିତ ରହି ସ୍ୱାଗତ କରିଥିଲେ | କିଛି ଯାତ୍ରୀ ମୁରିବାହାଲ ଇଣ୍ଟରସିଟିରେ ଯାତ୍ରା କରିଥିଲେ | ରେଳମନ୍ତ୍ରୀ ଶ୍ରୀ ପିୟୁଷ ଗୋଏଲ ଓ ସାଂସଦ ଶ୍ରୀ କଳକେଶ ନାରାୟଣ ସିଂ ଦେଓଙ୍କୁ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଧର୍ମପ୍ରାଣ ମହିଳା ଙ୍କ ପରଲୋକ , ଯାଜପୁର

ରିପୋର୍ଟ: ସତ୍ୟଜିତ ବାରିକ //ବରୀ,ଯାଜପୁର (୦୭/୦୭): ଯାଜପୁର ଜିଲ୍ଲା ବରୀ ବ୍ଲକ ରଂପା ଗ୍ରାମ ପଞ୍ଚାୟତ ର ଉପର ରମ୍ପା ର ସ୍ବର୍ଗତ କିଶୋର ଚନ୍ଦ୍ର ମହାନ୍ତି ଙ୍କ...

ସାଂସଦଙ୍କ ବନ୍ଧୁଗାଁର ଆଦର୍ଶ ପଞ୍ଚାୟତକୁ ସମୀକ୍ଷା ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୭/୬/୨୦): କୋରାପୁଟ ଜିଲ୍ଲା ସାଂସଦ ମାନ୍ୟବର ସପ୍ତଗିରି ଶଙ୍କର ହୁଲୁକା ଗାରିଡି ଆଦର୍ଶ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବା ସହିତ ଉପସ୍ଥିତ...

ପଦ୍ମପୁର ଭେଉଁରିଆ ଓ ଜମଲା ଠାରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୮ ୵ ୭ ୵ ୨୦୨୦): ଜମଲା ହସପିଟାଲ ପରିସରରେ ଓ ପଦ୍ମପୁର ନିକଟସ୍ଥ ଭେଉଁରିଆ ଗ୍ରାମ ଠାରେ ଡାକ୍ତର,ନର୍ସ, ଏଏନଏମ,...

ଜର୍ଜଗଡରେ ବନ ମହୋତ୍ସବ ପାଳିତ ,୨୦୦ ଚାରା ରୋପଣ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୭ ୵ ୭ ): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଜର୍ଜଗଡ ଠାରେ ବୁଧବାର ୭୧ ତମ...

Recent Comments

%d bloggers like this: