ଜୟପୁର କୋଟପାଡ଼ ଜେଲରୁ କଏଦୀ ଫେରାର

କୋଟପାଡ଼ (ସନ୍ତୋଷ ବ୍ରହ୍ମା): ଗତକାଲି କୋଟପାଡ଼ ଜେଲରୁ ଜଣେ କଏଦୀ ଫେରାର ହୋଇଯାଇଛି |

ଫେରାର କଏଦୀ ଜଣକ ହେଲେ ମୋତି ସିଂ ଚାଲାଣ | ସେ ଜେଲ ପରିସରରେ ପାଣି ଦେବା ସମୟରେ ପୋଲିସ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଛି | ଅଭିଯୁକ୍ତ କଏଦୀ କୁ ଧରିବାକୁ କୋଟପାଡ଼ ପୋଲିସ ଛାନଭିନ ଆରମ୍ଭ କରିଛି | କଏଦୀ ମତି ସିଂ ହତ୍ୟା ଅଭିଯୋଗରେ ୧୦ବର୍ଷ ଜେଲ ଦଣ୍ଡ ଭୋଗୁଥିଲା |

Comments are closed.