ଲମତାପୁଟରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ

ଲମତାପୁଟ(କପିଳେନ୍ଦ୍ରଦେବ ସାମନ୍ତରାୟ): ଲମତାପୁଟ ବ୍ଲକ ସଦର ଠାରେ ସରକାରଙ୍କ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମରେ ଏଲିଡି ବଲ୍ ଭତ୍ତା ପଇସା ବଣ୍ଟନ କରାଯାଇଛି | ସ୍ୱୟଂ ସହାୟକ ଗୋଷ୍ଠୀର ମା ମାନେ ପିଠା ତିଆରି କରି ବିକ୍ରୀ କରାଯାଇ ଓଡ଼ିଶାର ସରକାରଙ୍କ ଉନ୍ନତି ମୂଳକ କାର୍ଯ୍ୟ ବିଷୟରେ କୁହାଯାଇଲା । ଏହି କାର୍ଯ୍ୟକ୍ରମରେ ପିଏ-ଆଇଟି ଡିଏ, ବିଦ୍ୟୁତ୍ ବିଭାଗ, କର୍ମଚାରି, ପିଇଓ ଲମତାପୁଟ-ସ୍ରିନିବାଶ ପଟ୍ଟନାୟକ, ଯୋଗାଣ ସହାୟକ-ଶୁଶିଳ ଖେମୁଡୁ, ବିଜେଡ଼ି ସଭାପତି-ସୁନାଧର ଅଡାରି, କୃଷି ବିଭାଗର ଅଧିକାରୀ ଅଙ୍ଗନବାଡ଼ି କର୍ମୀ ଓ ଏସଏଜଜି ଗୋଷ୍ଠୀ ଓ ବିଭିନ୍ନ ଗ୍ରାମରୁ ଆସିଥିବା ଲୋକ ମାନେ ଉପସ୍ଥିତ ଥିଲେ |

Comments are closed.