Advertisements
Wednesday, July 8, 2020
Home Death Case ଦୁର୍ଘଟଣାରେ ପୀଡିତ ଓ ମୃତ ବ୍ୟକ୍ତିଙ୍କୁ ସମବେଦନା ଜଣାଇଲେ ଭାଜପା ପ୍ରତିନିଧି ମଣ୍ଡଳି

ଦୁର୍ଘଟଣାରେ ପୀଡିତ ଓ ମୃତ ବ୍ୟକ୍ତିଙ୍କୁ ସମବେଦନା ଜଣାଇଲେ ଭାଜପା ପ୍ରତିନିଧି ମଣ୍ଡଳି

ମାଲକାନଗିରି ଜିଲ୍ଲା ପ୍ରତିନିଧି (ଅସୀମ କୁମାର ବିଶ୍ୱାସ): ଗତକାଲି ମାଥିଲି ବ୍ଲକ ସଲପପଦର ଠାରେ ହୋଇଥିବା ଦୁର୍ଘଟଣାରେ ଆହତ ଓ ମୃତବ୍ୟକ୍ତିଙ୍କ ପରିବାରଙ୍କୁ ଭାଜପା ପ୍ରତିନିଧି ଭେଟି ଥିଲେ ।

ପୂର୍ବତନ ସାଂସଦ ପର୍ଶୁରାମ ମାଝି, ପୂର୍ବତନ ଉପ ବାଚସ୍ପତି ଶ୍ରୀ ପ୍ରହଲ୍ଲାଦ ଦୋରା, ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମୀ, ଜିଲ୍ଲା ଭାଜପା ସଭାପତି ଅଶୋକ ପରିଡା ଏହି ପ୍ରତିନିଧି ମଣ୍ଡଳି ସହ ମୁଖ୍ୟ ଚିକିତ୍ସାଳୟରେ ଆହତ ମାନଙ୍କୁ ଭେଟି ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ମୁତକ ପରିବାରକୁ ସାନ୍ତ୍ବନା ଦେଇଥିଲେ ।ଦୁର୍ଘଟଣାରେ ମୃତ ଭାଜପା କର୍ମୀ ରାମ ଖରାଙ୍କ ସ୍କୃତି ଉଦ୍ଦେଶ୍ୟରେ ଏକ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା । ଭାଜପା କର୍ମୀ ସମ୍ମିଳିତ ଭାବେ ସ୍ବର୍ଗତ ରାମ ଖରାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଧର୍ମପ୍ରାଣ ମହିଳା ଙ୍କ ପରଲୋକ , ଯାଜପୁର

ରିପୋର୍ଟ: ସତ୍ୟଜିତ ବାରିକ //ବରୀ,ଯାଜପୁର (୦୭/୦୭): ଯାଜପୁର ଜିଲ୍ଲା ବରୀ ବ୍ଲକ ରଂପା ଗ୍ରାମ ପଞ୍ଚାୟତ ର ଉପର ରମ୍ପା ର ସ୍ବର୍ଗତ କିଶୋର ଚନ୍ଦ୍ର ମହାନ୍ତି ଙ୍କ...

ସାଂସଦଙ୍କ ବନ୍ଧୁଗାଁର ଆଦର୍ଶ ପଞ୍ଚାୟତକୁ ସମୀକ୍ଷା ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୭/୬/୨୦): କୋରାପୁଟ ଜିଲ୍ଲା ସାଂସଦ ମାନ୍ୟବର ସପ୍ତଗିରି ଶଙ୍କର ହୁଲୁକା ଗାରିଡି ଆଦର୍ଶ ଗ୍ରାମ ପଞ୍ଚାୟତ ପରିଦର୍ଶନ କରିବା ସହିତ ଉପସ୍ଥିତ...

ପଦ୍ମପୁର ଭେଉଁରିଆ ଓ ଜମଲା ଠାରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୮ ୵ ୭ ୵ ୨୦୨୦): ଜମଲା ହସପିଟାଲ ପରିସରରେ ଓ ପଦ୍ମପୁର ନିକଟସ୍ଥ ଭେଉଁରିଆ ଗ୍ରାମ ଠାରେ ଡାକ୍ତର,ନର୍ସ, ଏଏନଏମ,...

ଜର୍ଜଗଡରେ ବନ ମହୋତ୍ସବ ପାଳିତ ,୨୦୦ ଚାରା ରୋପଣ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୭ ୵ ୭ ): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଜର୍ଜଗଡ ଠାରେ ବୁଧବାର ୭୧ ତମ...

Recent Comments

%d bloggers like this: