Advertisements
Thursday, July 2, 2020
Home Children Issue ମାଲକାନଗିରିରେ କୋରାପୁଟ ଓଡ୍ରାଫ୍ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ

ମାଲକାନଗିରିରେ କୋରାପୁଟ ଓଡ୍ରାଫ୍ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ

ମାଲକାନଗିରି (ଓଡିଶା ନ୍ୟୁଜ୨୪): ମାଲକାନଗିରି ଜିଲ୍ଲାରେ ଓଡ୍ରାଫ୍ କୋରାପୁଟ ଦ୍ଵାରା ଏମ ଭି ୭ ଗ୍ରାମରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବନ୍ୟା ଓ ବାତ୍ୟା ବିଷୟରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି |

ଏହି କାର୍ଯ୍ୟକ୍ରମର ପ୍ରୋଗ୍ରାମ ହେଉଛି ଫାମେସ ଓ ଗୋଷ୍ଠୀ ସଚେତନ କାର୍ଯ୍ୟକ୍ରମ | ଡେପୁଟି ସୁବେଦାର ସୁଜିତ୍ କୁମାର ହୋତାଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହାବିଲଦାର ମୁକେଶ ପ୍ରଧାନ, ହାବିଲଦାର ରାଜେଶ ସାହୁ, ଆଲୋକ ପାଣି, ଜଗବନ୍ଧୁ ଯାନୀ, ରଂଜିତ ତ୍ରିପାଠୀ, ସନ୍ତୋଷ ପଣ୍ଡା ଏବଂ ଡ୍ରାଇଭର ହାବିଲଦାର ବିଶ୍ଵନାଥ ମିଶ୍ର ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ପିଲା ଏବଂ ଗ୍ରାମବାସୀଙ୍କୁ ବନ୍ୟା ଓ ବାତ୍ୟା ପୂର୍ବରୁ କେମିତି ସଚେତନତା ସୃଷ୍ଟି କରିବା ଯିମିତି କି ପ୍ରାଥମିକ ଚିକିତ୍ସା, ପାଣିରେ କେମିତି ଜଣେ ଆଉ ଜଣକୁ ସାହାଯ୍ୟ କରି ବନ୍ୟା ପାଣି ପାର ହେବା, ସାପ କାମୁଡ଼ାର ଉପଚାର, ବିଜୁଳି ମାରିଲେ କଣ କରିବା ଆଦି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବେସରକାରୀ ଫାଇନାନ୍ସ ଜବରଦସ୍ତ ଋଣ ଆଦାୟ ଅଭିଯୋଗ

ରିପୋର୍ଟ : ଜଗଦୀଶ ଦାସ //ରାଇକିଆ (୦୧/୦୭ ): ସାରାବିଶ୍ୱରେ ବିଶ୍ୱମହାମାହାମାରୀ କାରୋନା କାୟାବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ କାରୋନା ଆତଙ୍କ ଖେଳାଇଛି ଦିନକୁ ଦିନ କୋରନା...

ମାକ୍ସ ପିନ୍ଧିବା ଲାଗି ସଚେତନ କଲେ ପୁଲିସ କର୍ମଚାରୀ

ରିପୋର୍ଟ୍: ଜଗନ୍ନାଥ ଦଳେଇ //ଖଇରପୁଟ (୧/୭): ଦିନକୁ ଦିନ ଭୟାବହ ସୃଷ୍ଟି କରୁଛି କରନାରେ ଏହି ସଂକ୍ରାମକ ରୋଗ। ପ୍ରତି ଦିନ ୧୦୦ ରୁ ଉର୍ଦ୍ଧ ଵଡୁଛନ୍ତି କରନାରେ...

ବିନା ରଥରେ ମହାପ୍ରଭୁ ଜନ୍ମ ବେଦୀ ରୁ ମନ୍ଦିରକୁ ଫେରିଲେ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧୵ ୭): ବରଗଡ ଜିଲ୍ଲା ଝାରବନ୍ଧ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଏ ସୁଭଦ୍ରା ମାଉଁସୀ ମନ୍ଦିରରେ ନଅଦିନ...

ଆଲୋମଣ୍ଡା ଓ ଡୁମାଡ଼ଙ୍ଗର ସାପ୍ତାହିକ ବୁଧବାର ବଜାର ବନ୍ଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧:୭:୨୦): କୋରାପୁଟ ଜିଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଗତ ୨୭ ତାରିଖ ଦିନ ୧୦ କରନା ରୋଗୀ ଚିହ୍ନଟ ହୋଇଥିବା ସହ...

Recent Comments

%d bloggers like this: