Related Contents

ଦୁର୍ଘଟଣାରେ ଜଣକ ମୃତ୍ୟୁ – କ୍ଷତି ପୁରଣ ଦାବିରେ ରାସ୍ତା ରୋକ

ଲମତାପୁଟ (କପିଳେନ୍ଦ୍ର ଦେବ ସାମନ୍ତରାୟ): ଲମତାପୁଟ ବ୍ଲକ ସଦର ମାଲେଙ୍ଗା ଗ୍ରାମର ଜଣେ ବ୍ୟକ୍ତି ଘରକୁ ଫେରୁଥିବା ସମୟରେ ଏକ ପିକପ୍ ଗାଡି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଏହା ଫଳରେ ଗ୍ରାମବାସୀମାନେ ଲମତାପୁଟକୁ ଆସି ଜୟପୁରରୁ ବିଶାଖାପାଟଣା ଓ ମାଛକୁଣ୍ଡ ଯିବା ରାସ୍ତା ରୋକ କରିଛନ୍ତି | ଫଳରେ ଆଜି ସକାଳୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

Comments are closed.