ନାଏବ ସରପଞ୍ଚଙ୍କ ନିର୍ବାଚନ : କଲ୍ୟାଣସିଂହପୁର

0
467
ନାଏବ ସରପଞ୍ଚଙ୍କ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୧୧/୩) : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ନାଏବ ସରପଞ୍ଚଙ୍କ ନିର୍ବାଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଆଜି ପ୍ରତ୍ୟେକ ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ପିଇଓ ଙ୍କ ଉପସ୍ଥିତରେ ନିର୍ବାଚନରେ ଵିଜୟ କରିଛନ୍ତି ।9b3049a3 d828 4ffe 8759 9be35bd66dcc ନାଏବ ସରପଞ୍ଚଙ୍କ ନିର୍ବାଚନ : କଲ୍ୟାଣସିଂହପୁର

ନୂତନ ନାଏବ ସରପଞ୍ଚଙ୍କ କାର୍ଯ୍ୟାଳୟ ର କର୍ମଚାରୀ ଯୋଗାଣ ସହାୟକ, ଗ୍ରାମ୍ୟ ରୋଜଗାର ସେବକ ଉପସ୍ଥିତ ରହି ନିର୍ବାଚନ କରିଥିଲେ । ଏଥିରେ ତାଙ୍କ ସମର୍ଥକ ମାନେ ଉପସ୍ଥିତ ରହିଥିଲେ । ନାରାୟଣ ପୁର ପଞ୍ଚାୟତରେ ସୁକୁନ୍ତଳା ଗୀମାଙ୍ଗ ନିର୍ବାଚିତ ହୋଇଛନ୍ତି ।cb818e76 54b5 4d50 8303 9dca74e178bd ନାଏବ ସରପଞ୍ଚଙ୍କ ନିର୍ବାଚନ : କଲ୍ୟାଣସିଂହପୁର

ସେହିପରି ଧାମୁଣି ପଙ୍ଗା ପଞ୍ଚାୟତ ରେ କାଡ୍ରାକା ଜିଆନା, ସିଙ୍ଗାରି ପଞ୍ଚାୟତ ରେ ଜେମାମଣି ନାଏକ, ପାରସାଲି ପଞ୍ଚାୟତ ରେ ନିର୍ବାଚନ ହୋଇ ପାରି ନାହିଁ, ପୂଜାରୀଗୁଡା ପଞ୍ଚାୟତ ରେ କାମେଶ୍ବର ରାଓ, ସୁନାଖଣ୍ଡି ପଞ୍ଚାୟତ ରେ କ୍ଷୀର ହିକକା, ପଲମା ପଞ୍ଚାୟତ ରେ ମାହେନ୍ଦ୍ର ହୁଇକା, କନ୍ଧ କାଟିପାଡୁ ପଞ୍ଚାୟତ ରେ ଲଚମ ମେନକା ହିମିରିକା, ମାଝୀଗୁଡା ପଞ୍ଚାୟତ ରେ ନବେ ରାଓ କଣ୍ଡା ଗରୀ, ବୁଡ଼ାଗୁଡ଼ା ପଞ୍ଚାୟତ ରେ ଶ୍ରୀ କାନ୍ତେ ହିମିରିକା, ସେରିଗୁମା ପଞ୍ଚାୟତ ରେ ମନିକା ଜାଗାରାଓ, ଶିକାରପାଇ ପଞ୍ଚାୟତ ରେ ପୁଷ୍ପା ରାଣୀ ରୁଷିଶୃଙ୍ଗ, କରପା ପଞ୍ଚାୟତ ରେ ରାଜୀବ ହିକକା ଓ କଲ୍ୟାଣ ସିଂହପୁର ପଞ୍ଚାୟତ ରେ ଜୟନ୍ତୀ ମାଳା ସେଠି ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ସୁଧାକର ରଇତ ସୂଚନା ଦେଇଛନ୍ତି ।