Related Contents

ରାୟଗଡ ଜିଲ୍ଲାପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା

ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ଗୁହାପୁନମ ତାପଷ କୁମାରଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ କିଛି ସଂଗଠନ ।

ଏମାନେ ହେଲେ ରାୟଗଡ ବାର ଏସୋସିଏସନର ସଭାପତି ମହେଶ ପଟ୍ଟନାୟକ ସମ୍ପାଦକ ଟୁଟୁ ଦାସ ଓ ବାର ଏସୋସିଏସନର ସଦସ୍ୟ ବିରଜା ପାତ୍ର, ସଚ୍ଚିଦାନନ୍ଦ ଖାଡଙ୍ଗା, ରବି ମହାପାତ୍ର, ମନୁଆ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଏହୀ ବିଦାୟ ସମ୍ବର୍ଦ୍ଧନାରେ ମୋଟର ଓଟ ଚାଳକ ସଭାପତି ଓ ସମ୍ପାଦକ ସୀମାଦ୍ରୀ ପାଣିଗ୍ରାହୀ, ରାଜେନ୍ଦ୍ର ବେହେରା, ଟୁକୁନା ଦାସ ଓ ଟ୍ରକ ୟୁନିୟନର ସଭାପତି ଜି ରାମ ମୋହନ ଚନ୍ଦ୍ରଶେଖର, ଅନୀଲ କୁମାର ପାତ୍ର, ସଦସ୍ୟ ବିନୁ ବେହେରା ଓ ଦୁର୍ଗା ପ୍ରସାଦ ଯୋଗ ଦେଇଥିଲେ । ଟେକ୍ସି ସଙ୍ଘର ସଭାପତି ଆଂଯିବାବୁ ଓ ଚକ୍ରି ନାରାୟଣ । ବଜାର ସଙ୍ଘର ସଭାପତି ବାଙ୍ଗାରି ବାବୁ ଓ ସମ୍ପାଦକ ଶ୍ରୀନୁ ଓ ଗ୍ଲେଜ ଇଣ୍ଡିଆ ସଙ୍ଘଠନ ପକ୍ଷରୁ ଯୋଗେନ୍ଦ୍ର ପାତ୍ର, ଦିପୁନା ପାତ୍ର, ପ୍ରସନ୍ନ ପାତ୍ର, ଅଜୟ ନାୟକ, ହାତିରାମ, ମହେନ୍ଦ୍ର ପାଶ୍ୱଅନ ଏବଂ ସହିଦ ଲକ୍ଷ୍ମଣ ନାୟକ ଖେଳ ଓ ସାଂସ୍କୃତିକ ସଙ୍ଘଠନ ସଭାପତି ଦୋରା କୋଣ୍ଡାଗିରି ଓ ତେଜାଵ ସୁନା ସହ ସମ୍ପାଦକ ସମୀର ରାଜା ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

Comments are closed.