Friday, March 29, 2024

Top 5 This Week

Related Posts

ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ସଚେତନତା ବାର୍ତ୍ତା ଓ ଶପଥ ଗ୍ରହଣ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୧୧/୦୩) : ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା | ଏହାକୁ ପାଥେୟ କରି ବୌଦ୍ଧ ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପୋ ଙ୍କ ତତ୍ଵାବଧାନରେ ଜନସାଧାରଣ ଙ୍କୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ସଚେତନତା ବାର୍ତ୍ତା ଓ ଶପଥ ଗ୍ରହଣ କାର୍ଯ୍ୟକ୍ରମ ବୌଦ୍ଧ ର ବିଭିନ୍ନ ଅଂଚଳ ରେ ଅନୁଷ୍ଠିତ ହୋଇ ଯାଇଛି |0dd896a6 34af 4268 a6d8 3c36555ed990 ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ସଚେତନତା ବାର୍ତ୍ତା ଓ ଶପଥ ଗ୍ରହଣ

ଏହି କାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲ୍ଲା ଫରେଷ୍ଟ ଡିଭିଜନ ୧୨୧ ଟି ଜଙ୍ଗଲ ଅଂଚଳ ରେ ନିଆଁ ପ୍ରଭାବରେ ଜଙ୍ଗଲ ପୋଡି ଓ ଏହାର ପ୍ରଭାବରେ ବନ୍ୟ ଜୀବଜନ୍ତୁ ଅସନ୍ତୁଳିତ ହେଉଥିବାରୁ ବିଭିନ୍ନ ଅଂଚଳ ର ଗ୍ରାମବାସୀଙ୍କୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ଓ ଜଙ୍ଗଲ ପୋଡ଼ି ଦେଖିଲେ ସଙ୍ଗେ ସଙ୍ଗେ ସାମୁହିକ ଭାବେ ନିଆଁ କୁ ଲିଭାଇ ଆୟତ୍ତ କରିବା ଓ ବନ୍ୟଜନ୍ତୁ ଙ୍କୁ ସୁରକ୍ଷା ଦେବା ଇତ୍ୟାଦି ସଚେତନତା ବାର୍ତ୍ତା ଦେବା ସହ ଶପଥ ଗ୍ରହଣ କରାଇଥିଲେ | efb7cc55 8164 46fc 9db7 c293fabea3b5 ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ସଚେତନତା ବାର୍ତ୍ତା ଓ ଶପଥ ଗ୍ରହଣବୌଦ୍ଧ ଫରେଷ୍ଟ ଡିଭିଜନ ର ସମସ୍ତ କର୍ମ ଚାରି ପ୍ରତି ମୁହୂର୍ତ ରେ ନିଆଁ ଲିଭା କାର୍ଯ୍ୟରେ ତତ୍ପର ହୋଇ କାମ କରିବାକୁ ଶ୍ରୀ କମ୍ପୋ ଅଭିଭାଷଣ ପ୍ରଦାନ କରିଥିଲେ |

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles