Advertisements
Sunday, July 5, 2020
Home Death Case ସାମ୍ବାଦିକଙ୍କ ମାତୃ ବିୟୋଗ, ଅଂଚଳରେ ଶୋକର ଛାୟା

ସାମ୍ବାଦିକଙ୍କ ମାତୃ ବିୟୋଗ, ଅଂଚଳରେ ଶୋକର ଛାୟା

ବୋରିଗୁମ୍ମା (ସୌମ୍ୟରଂଜନ ସାହୁ): ବୋରିଗୁମ୍ମା ବ୍ଲକ ସଦର ମହକୁମାରେ ରହୁଥିବା ଏନ. ପୁଷ୍ପାବତୀଙ୍କ (୭୩) ବର୍ଷ ବୟସରେ ପରଲୋକ ଘଟିଛି | ସେ ସ୍ୱର୍ଗତ ଏନ. ନାରାୟଣ ସ୍ୱାମୀଙ୍କ ପତ୍ନୀ ଥିଲେ |

ଶନିବାର ଦିନ ସକାଳ ୧୦.୩୦ ସମୟରେ ନିଜସ୍ୱ ବାସଭବନରେ ହୃଦ୍ଘାତରେ ତାଙ୍କ ମୃତ୍ୟୁ ଘଟିଥିଲା | ତାଙ୍କ ଶେଷ ସମୟରେ ପୁଅ ଓ ଝିଅ ସହ ନାତି ନାତୁଣୀ, ବୋହୁ ପ୍ରମୁଖ ଉପସ୍ଥିତ ଥିଲେ | ସ୍ୱର୍ଗତ ଏନ.ପୁଷ୍ପାବତୀ ସାମ୍ବାଦିକ ଏନ ପିମ୍ପସ କୁମାର, ଶିକ୍ଷକ ଏନ.କାମ୍ବେଶ୍ୱର ରାଓ,ଶିକ୍ଷକ ତଥା ବୋରିଗୁମ୍ମା ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ଏନ ରାଜେଶ କୁମାରଙ୍କ ମାତା ଥିଲେ | ସେ ଜଣେ ଧର୍ମପରାୟଣା ଓ ପରୋପକାରୀ ମହିଳା ଭାବେ ଅଂଚଳରେ ପରିଚିତ ଥିବାରୁ ଅଂଚଳରେ ତାଙ୍କ ମୃତ୍ୟୁ ଖବରରେ ଶୋକର ଛାୟା ଖେଳିଯାଇଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: