Related Contents

ସାର ଚୋରାଚାଲାଣ ବେଳେ ଧରାପଡିଲା – କୃଷି ବିଭାଗ ଅଧିକାରୀ ସମ୍ପୃକ୍ତି ଅଭିଯୋଗ

ବିନିକା (ଧ୍ରୁବରାଜ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ବିନିକା ଦେଇ କୌଣସି ସ୍ଥାନକୁ ୟୁରିଆ ସାର ଚୋରା ଚାଲାଣ ହୋଇ ଯାଉଥିବା ବେଳେ ପୋଲିସ ଚଢ଼ାଉ କରି ୩ଟି ଗାଡିକୁ ଜବତ କରି ଥାନାରେ ରଖିଛି |

ଏହା ଜାଣି ବ୍ଲକ କୃଷି ଅଧିକାରୀ ଓ କର୍ମଚାରୀ ଥାନାକୁ ଯାଇ ତଦନ୍ତ କରି ଫେରିଯାଇଛନ୍ତି କିନ୍ତୁ ସେମାନଙ୍କୁ ପଚାରିଲେ ସଠିକ ଉତ୍ତର ଦେଇ ପାରୁନାହାନ୍ତି | ଯାହାକୁ ନେଇ ଜନସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି | ଏଥିପ୍ରତି ଜ଼ିଲ୍ଲା ପ୍ରସାଶନ ଦୃଷ୍ଟି ଦେବାକୁ ଦାବି ହେଉଛି | ଏହି ୩ଟି ଗାଡିରେ ପ୍ରାୟ ୬୦୦ପାକେଟ ସାର ଥିବା ଜଣାପଡିଛି |

Comments are closed.