ନାରାୟଣପାଟଣାରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶ ଅନୁଷ୍ଠିତ

ଜୟପୁର (ସୌମ୍ୟରଂଜନ ସାହୁ): ଆଜି ନାରାୟଣପାଟନା କଂଗ୍ରେସ ପରିବର୍ତ୍ତନ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ ଉପ ସଭାପତି ଶ୍ରୀ ନକୁଳ ନାୟକ, ପୂର୍ବତନ ସାଂସଦ ଶ୍ରୀ ଅଜିତ ଦାଶ, ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ମାନ୍ୟବର ବିଧାୟକ ଲକ୍ଷ୍ମୀପୁର ଶ୍ରୀ କୈଳାଶ କୁଲେସିକା, ବ୍ଲକ ଜୋନାଲ ସଭାପତି କୈଳାଶ ଖସଲା ସହ ପ୍ରାୟ ୪୦୦୦ରୁ ଉର୍ଦ୍ଧ କର୍ମୀ ଯୋଗ ଦେଇଥିଲେ |

Comments are closed.