Advertisements
Thursday, July 2, 2020
Home Death Case ଜରେଇକେଲା ହାତୀ ଆକ୍ରମଣରେ ଏକ ମହିଳାର ମୃତ

ଜରେଇକେଲା ହାତୀ ଆକ୍ରମଣରେ ଏକ ମହିଳାର ମୃତ

ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି(ରାଜେଶ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା କୁମାରକେଲାର ଜରେଇକେଲା ରାସ୍ତାରେ ସବୁଦିନ ପରି ଆଜି ମଧ୍ୟ ୧୦ଟା ସମୟରେ କାଠ ଆଣିବାକୁ ଯାଇଥିଲେ ଦମ୍ପତ୍ତି |

ସ୍ୱାମୀ ଦିଲ୍ଲୀପ କେରକେଟା ଓ ତାଙ୍କ ସ୍ତ୍ରୀ ଆଭା କେରକେଟା ଜଙ୍ଗଲରେ ଯିବା ସମୟରେ ହଠାତ ଏକ ଜଙ୍ଗଲୀ ହାତୀ ଆସି ଆକ୍ରମଣ କରିଥିଲା ମହିଳା ଜଣଙ୍କୁ ଏବଂ ତାଙ୍କ ସ୍ୱାମୀ ଏହା ଦେଖି ବୁଝି ନପାରି ଜଙ୍ଗଲରେ ଲୁଚି ଯାଇଥିଲେ । ହାତୀ ଗଲା ପରେ ମହିଳାଙ୍କ ସ୍ୱାମୀ ଆସି ଗାଁ ଲୋକ ଓ ବନ ବିଭାଗକୁ ଜଣାଇଥିଲେ, ତାପରେ ସେମାନେ ଗୁରୁତର ଅବସ୍ଥାରେ ଥିବା ମହିଳାଙ୍କୁ ସରକାରି ଡାକ୍ତରଖାନାକୁ ନେଇ ଯାଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ । ଜଙ୍ଗଲର କର୍ମଚାରୀ ମାନେ ମୃତ ମହିଳାଙ୍କ ସ୍ଵାମୀକୁ ପଚରାଉଚରା କରିଥିଲେ । ସମସ୍ତ ଗାଁ ବାସୀକୁ ମନା କରାଯାଇଥିଲା ଜଙ୍ଗଲ ଯିବାକୁ, କିନ୍ତୁ ଵନବିଭାଗ କଥା ନଶୁଣି ଗାଁର କିଛି ଲୋକ କାଠ ଆଣିବାକୁ ସବୁଦିନ ଯାଉଛନ୍ତି | ମୃତ ମହିଳାଙ୍କ ପରିବାର ଲୋକଙ୍କୁ ୪ଲକ୍ଷ ଟଙ୍କା ସହାୟତା କରିବାକୁ ବନବିଭାଗ ଅଧିକାରୀ କହିଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବେସରକାରୀ ଫାଇନାନ୍ସ ଜବରଦସ୍ତ ଋଣ ଆଦାୟ ଅଭିଯୋଗ

ରିପୋର୍ଟ : ଜଗଦୀଶ ଦାସ //ରାଇକିଆ (୦୧/୦୭ ): ସାରାବିଶ୍ୱରେ ବିଶ୍ୱମହାମାହାମାରୀ କାରୋନା କାୟାବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ କାରୋନା ଆତଙ୍କ ଖେଳାଇଛି ଦିନକୁ ଦିନ କୋରନା...

ମାକ୍ସ ପିନ୍ଧିବା ଲାଗି ସଚେତନ କଲେ ପୁଲିସ କର୍ମଚାରୀ

ରିପୋର୍ଟ୍: ଜଗନ୍ନାଥ ଦଳେଇ //ଖଇରପୁଟ (୧/୭): ଦିନକୁ ଦିନ ଭୟାବହ ସୃଷ୍ଟି କରୁଛି କରନାରେ ଏହି ସଂକ୍ରାମକ ରୋଗ। ପ୍ରତି ଦିନ ୧୦୦ ରୁ ଉର୍ଦ୍ଧ ଵଡୁଛନ୍ତି କରନାରେ...

ବିନା ରଥରେ ମହାପ୍ରଭୁ ଜନ୍ମ ବେଦୀ ରୁ ମନ୍ଦିରକୁ ଫେରିଲେ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧୵ ୭): ବରଗଡ ଜିଲ୍ଲା ଝାରବନ୍ଧ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଏ ସୁଭଦ୍ରା ମାଉଁସୀ ମନ୍ଦିରରେ ନଅଦିନ...

ଆଲୋମଣ୍ଡା ଓ ଡୁମାଡ଼ଙ୍ଗର ସାପ୍ତାହିକ ବୁଧବାର ବଜାର ବନ୍ଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧:୭:୨୦): କୋରାପୁଟ ଜିଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଗତ ୨୭ ତାରିଖ ଦିନ ୧୦ କରନା ରୋଗୀ ଚିହ୍ନଟ ହୋଇଥିବା ସହ...

Recent Comments

%d bloggers like this: