Related Contents

ସାମାଜିକ ସ୍ତରରେ ଯୁବକଙ୍କୁ ସଂଗଠିତ କରିବା ପାଇଁ ଯୁବ ସମାବେଶ

କର୍ଲାମୁଣ୍ଡା (ହିରୋଜ କୁମାର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଵେଳଖଣ୍ଡି ଶିବ ମନ୍ଦିର ଠାରେ ଏକ ଯୁବ ସମାବେଶ ଅନୁଷ୍ଠିତ ହୋଇଥିଲା |

ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ ନେତା ଜିତୁ ମିଶ୍ର, ସମ୍ମାନିତ ଅତିଥି ବାଳକ ସାହୁ, ବିଭୋର ଛତ୍ରିଆ, ନରୋତ୍ତମ ସାହୁ, କୋଶିକ କୁମାର, ଗରୁଡ ଛତ୍ରିଆ, ଅଷ୍ଟ୍ରେଲିଆ ଛତ୍ରିଆ ଯୋଗ ଦେଇ ସାମାଜିକ ସ୍ତରରେ ଯୁବକ ମାନଙ୍କୁ ନେଇ ସଂଘଠନ କରି ସମାଜ ସ୍ତରରେ ସ୍ଥାନୀୟ ପ୍ରାଥିତ୍ଵ କରିବା ପାଇଁ ପ୍ରକାଶ କରିଥିଲେ । ଏହି ସମାବେଶରେ ସରଗୁଲ ମାଳପଡା, ପୁଟିଗା, ଵେଳଖଣ୍ଡି, କର୍ଲାମୁଣ୍ଡାର ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଯୁବକ ଯୋଗ ଦେଇଥିଲେ । ସଭା ଶେଷରେ ଜିତୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.