Advertisements
Thursday, July 2, 2020
Home Education & Literacy ମାଲକାନଗିରି ଜିଲ୍ଲାର ଏମଭି ୭୯ଠାର ପୋଲିସ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳିତ

ମାଲକାନଗିରି ଜିଲ୍ଲାର ଏମଭି ୭୯ଠାର ପୋଲିସ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳିତ

କାଲିମେଳା (ବୁଦ୍ଧଦେବ ମଣ୍ଡଳ): ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ.ଭି ୭୯ଠାରେ ଥିବା ତାରକେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ପୋଲିସ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି |

ଏମ.ଭି ୭୯ ଥାନା ଅଧିକାରୀ ଶ୍ରୀ ରଞ୍ଜନ କୁମାର ସାହୁଙ୍କ ତତ୍ୱାବଧାନରେ ଏକ ବୈଠକ ଅନୁଷ୍ଠିତ କରାଯାଇ ରାସ୍ତାଘାଟରେ ଯାତାୟାତ ସମୟରେ ନିୟମ ମାନିବାକୁ କହିବା ସହ ସଡକ ସୁରକ୍ଷା ଦିଗରେ ପଦକ୍ଷେପ ବାବଦରେ ଫୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ | ସଭା ପରେ ଏକ ପଦ ଯାତ୍ରା ହୋଇଥିଲା | ଏହି ପଦ ଯାତ୍ରାରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପୋଲିସ ଅଧିକାରୀଙ୍କ ସହ ଭାଗ ନେଇଥିଲେ | ମହାବିଦ୍ୟଳୟର ଅଧ୍ୟକ୍ଷ ସହ ଏସ ଆଇ ହରିଶ୍ଚନ୍ଦ୍ର ଗୋଲାରୀ ଏବଂ ଥାନା କର୍ମଚାରୀ ଯୋଗ ଦେଇଥିଲେ | ଯୁକ୍ତ ତିନି କଳା, +୨ କଳା ଛାତ୍ରଛାତ୍ରୀ ଏବଂ +୨ ବିଜ୍ଞାନ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ବସ ମାଲିକ ମାନେ ମଧ୍ୟ ଉପସ୍ଥିତ ରହିଥିଲେ |

Advertisements

Most Popular

ବେସରକାରୀ ଫାଇନାନ୍ସ ଜବରଦସ୍ତ ଋଣ ଆଦାୟ ଅଭିଯୋଗ

ରିପୋର୍ଟ : ଜଗଦୀଶ ଦାସ //ରାଇକିଆ (୦୧/୦୭ ): ସାରାବିଶ୍ୱରେ ବିଶ୍ୱମହାମାହାମାରୀ କାରୋନା କାୟାବିସ୍ତାର କରୁଥିବା ବେଳେ ଓଡିଶାରେ ମଧ୍ୟ କାରୋନା ଆତଙ୍କ ଖେଳାଇଛି ଦିନକୁ ଦିନ କୋରନା...

ମାକ୍ସ ପିନ୍ଧିବା ଲାଗି ସଚେତନ କଲେ ପୁଲିସ କର୍ମଚାରୀ

ରିପୋର୍ଟ୍: ଜଗନ୍ନାଥ ଦଳେଇ //ଖଇରପୁଟ (୧/୭): ଦିନକୁ ଦିନ ଭୟାବହ ସୃଷ୍ଟି କରୁଛି କରନାରେ ଏହି ସଂକ୍ରାମକ ରୋଗ। ପ୍ରତି ଦିନ ୧୦୦ ରୁ ଉର୍ଦ୍ଧ ଵଡୁଛନ୍ତି କରନାରେ...

ବିନା ରଥରେ ମହାପ୍ରଭୁ ଜନ୍ମ ବେଦୀ ରୁ ମନ୍ଦିରକୁ ଫେରିଲେ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧୵ ୭): ବରଗଡ ଜିଲ୍ଲା ଝାରବନ୍ଧ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଏ ସୁଭଦ୍ରା ମାଉଁସୀ ମନ୍ଦିରରେ ନଅଦିନ...

ଆଲୋମଣ୍ଡା ଓ ଡୁମାଡ଼ଙ୍ଗର ସାପ୍ତାହିକ ବୁଧବାର ବଜାର ବନ୍ଦ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୧:୭:୨୦): କୋରାପୁଟ ଜିଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକରେ ଗତ ୨୭ ତାରିଖ ଦିନ ୧୦ କରନା ରୋଗୀ ଚିହ୍ନଟ ହୋଇଥିବା ସହ...

Recent Comments

%d bloggers like this: