ମୁରୀବାହଲରେ ସାଧାରଣ ନିର୍ବାଚନ ୨୦୧୯ ପାଇଁ ପ୍ରସ୍ତୁତି ବୈଠକ

ମୁରିବାହାଲ (ଭଗବାନ ମହାନ୍ତି/ନିମାଇଁ ବଘାର): ମୁରିବାହାଲ ପଂଚାୟତ ସଭାଗୃହରେ ଉପଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ ଙ୍କ ଅଧ୍ୟକ୍ଷତାରେ ସାଧାରଣ ନିର୍ବାଚନ ୨୦୧୯ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |

ଏହି ବୈଠକରେ ଟିଟିଲାଗଡ ଏବଂ କଣ୍ଟାବାଞ୍ଜି ନିର୍ବାଚନୀ କ୍ଷେତ୍ର ୬୯ ଏବଂ ୭୦ ପାଇଁ ଆଲୋଚନା ହୋଇଥିଲା | ଏହି ବୈଠକରେ ଟିଟିଲାଗଡ ମୁନ୍ସିପାଲଟି ଇଓ, କଣ୍ଟାବାଞ୍ଜି ଏନଏସି ଇଓ, ୬ଟି ବ୍ଲକର ବିଡ଼ିଓ , ୬ଟି ବ୍ଲକର ବିଇଓ ଯୋଗଦେଇଥିଲେ | ଏହି ପ୍ରସ୍ତୁତି ବୈଠକରେ ୫ଟି ବିଷୟରେ ଆଲୋଚନା କରାଯାଇଥିଲା | ଯେପରିକି ବୁଥ ଲେଭେଲ ମ୍ୟାନେଜମେଣ୍ଟ ପ୍ଲାନ, ଏସୁଏଡ ମିନିମମ ଫେସିଲିଟି ପୁଲିଂ ଷ୍ଟେସନ, ମେକିଙ୍ଗ ଅଫ PWDS & VIP ଭୋଟରସ, ଭୁଲନ୍ରେବୁଲ ମ୍ୟାପିଂ ଓ କଂଟିନ୍ୟୁଅସ ରିଭିଜନ ଆଦି |

Comments are closed.