Advertisements
Wednesday, July 8, 2020
Home Cultural & Festival ଭଗବାନ ହନୁମାନଙ୍କ ନବାହ ପରାୟଣ ଆରମ୍ଭ

ଭଗବାନ ହନୁମାନଙ୍କ ନବାହ ପରାୟଣ ଆରମ୍ଭ

ସାଲେଭଟା (ମାଧବ ସାହୁ): ଆଗଲପୁର ବ୍ଲକ ସାଲେଭଟାଠାରେ ଶିବମନ୍ଦିର ସ୍ଥିତ ହନୁମାନ ମନ୍ଦିରଠାରେ ଗତ ଶୁକ୍ରବାର ଦିନ କଳସ ଯାତ୍ରା ଓ ଶନିବାର ଦିନଠାରୁ ତୁଳସୀ ରାମାୟଣ ପାଠ ୯ଦିନ ଧରି ଚାଲିବ |

ପ୍ରତ୍ୟେକ ଦିନ ସକାଳ ୧୦ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଶହ ଶହ ଭିଡ ଦେଖିବାକୁ ମିଳିଥିଲା | ଏହି ପରାୟଣ ସାଲେଭଟା ବ୍ୟାସଦେବ ରିତାଞ୍ଜଳୀ ହୋତାଙ୍କ ସୁମଧୁର କଣ୍ଠରେ ଲୋକଙ୍କୁ ମୋହିତ କରିରଖିଥିଲା | ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ସବାର ବିଶି ଓ ତାଙ୍କ ସ୍ତ୍ରୀ ରଜନୀ ବିଶି ପୂଜା କାର୍ଯ୍ୟ ତୁଲାଇଥିଲେ |ହନୁମାନ ମନ୍ଦିର ପୂଜକ ଧ୍ରୁବ ନାଏକ, ରାମ ଭଗବାନଙ୍କ ପୂଜକ ଦେବେନ୍ଦ୍ର ହୋତା ପରିଚାଳନା କରୁଛନ୍ତି | ପ୍ରତ୍ୟେକ ଦିନ ଅନ୍ନ ପ୍ରସନ ର ବ୍ୟବସ୍ଥା କରାଯାଉଛି | ଏହି ପୂଜା ଦୀର୍ଘ ୫ବର୍ଷ ହେବ ହୋଇଆସୁଛି | ଏହି ପୂଜା ରେ ପାଖଆଖ ସମସ୍ତ ଗ୍ରାମର ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପଦ୍ମପୁର ଭେଉଁରିଆ ଓ ଜମଲା ଠାରେ କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୮ ୵ ୭ ୵ ୨୦୨୦): ଜମଲା ହସପିଟାଲ ପରିସରରେ ଓ ପଦ୍ମପୁର ନିକଟସ୍ଥ ଭେଉଁରିଆ ଗ୍ରାମ ଠାରେ ଡାକ୍ତର,ନର୍ସ, ଏଏନଏମ,...

ଜର୍ଜଗଡରେ ବନ ମହୋତ୍ସବ ପାଳିତ ,୨୦୦ ଚାରା ରୋପଣ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୭ ୵ ୭ ): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଜର୍ଜଗଡ ଠାରେ ବୁଧବାର ୭୧ ତମ...

ଆୟୁଷ ଡାକ୍ତର ଙ୍କ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ପ୍ରଦାନ

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୭/୦୭): ସାମ୍ପ୍ରତିକ ସମୟରେ କରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ତାର ଦୌରାତ୍ମ୍ୟ ବଢିଚାଲିଛି।ଏ ଭିତରେ ଅନେକ ନିରୀହ...

ଫ୍ରେଣ୍ଡସ ୟୁନିଟ କ୍ଲବ ପକ୍ଷରୁ କାନ୍ଥରେ କରୋନା ସଚେତନତା

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୭/୦୭): ଦୀର୍ଘ ଚାରିମାସ ଧରି ମହାମାରୀ କରୋନା ଚାରିଆଡେ ଗ୍ରାସ କରିଥିବା ବେଳେ ବର୍ତ୍ତମାନର ସ୍ଥିତି ମହା ସଂକଟ ହୋଇଗଲାଣି । ଏଥିରୁ...

Recent Comments

%d bloggers like this: