Advertisements
Sunday, July 5, 2020
Home Children Issue ବେଳପଡା ବ୍ଲକ ଯୁବା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀର ଦବଙ୍ଗଗିରି

ବେଳପଡା ବ୍ଲକ ଯୁବା ଗ୍ରାମ ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀର ଦବଙ୍ଗଗିରି

ବେଲପଡା (ଭୋଜରାଜ ବରିହା): ବଲାଙ୍ଗୀର ଜିଲ୍ଲା ବେଳପଡ଼ା ବ୍ଲକ ଅନ୍ତର୍ଗତ ଯୁବାଗ୍ରାମ ପଞ୍ଚାୟତରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି ।

ଭୁଲିଆବନ୍ଦ ଗ୍ରାମର ଉମା ମହାନନ୍ଦ ନାମକ ଜଣେ ବିଧବା ମହିଳା ଉକ୍ତ ଗ୍ରାମପଞ୍ଚାୟତକୁ ବିଧବା ଭତ୍ତା ପାଇଁ ଆବେଦନ ଫର୍ମ ଏବଂ ବିଧବା ପ୍ରମାଣ ପତ୍ର ଧରି ଆସିଥିଲେ। କିନ୍ତୁ ସରପଞ୍ଚଙ୍କ ସ୍ୱାମୀ ଲକ୍ଷିନ୍ଦ୍ର ପୁଟା ସେହି ମହିଳାର ବିଧବା ପ୍ରମାଣ ପତ୍ରକୁ ଚିରିଦେଇ ଅନେକ ଗାଲି ଗୁଳଜ କରି ସେହିଠାରୁ ଘଉଡ଼ାଇ ଦେଇଥିଲେ । ଫଳରେ ଅସହାୟ ମହିଳା ଜଣକ ସେହିଠାରୁ ମନଦୁଃଖରେ ଫେରିଆସିଥିଲେ ।ସୂଚନା ଏହିକି ଯେ ସେହି ମହିଳାର ଛୋଟ ଛୋଟ ତିନୋଟି ଶିଶୁ ଥିବା ବେଳେ ଭିକ୍ଷା ବୃତ୍ତି କରି ବହୁ ଦୁଃଖରେ ପେଟ ପୋଷୁଥିବାରୁ ଲୋକଙ୍କ ମନରେ ଅନେକ ଦୁଃଖ ସୃଷ୍ଟି ହେଉଛି । କିନ୍ତୁ ସରକାରଙ୍କର ଏତେ ଗୁଡିଏ ଯୋଜନା ଥିଲେ ମଧ୍ୟ ଉକ୍ତ ମହିଳାଙ୍କୁ କୌଣସି ଗୋଟିଏ ହେଲେବି ସରକାରୀ ସୁବିଧା ଏପର୍ଯ୍ୟନ୍ତ ମିଳିନାହିଁ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: