Thursday, March 28, 2024

Top 5 This Week

Related Posts

ରାଜ୍ୟ ନିର୍ବାଚନ ଆୟୋଗ ଙ୍କ ଦ୍ଵାରା ନିର୍ବାଚିତ ଗଜପତି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନାମ ଘୋଷିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୫/୦୩) : ରାଜ୍ୟ ନିର୍ବାଚନ ଆୟୋଗ ଙ୍କ ସଚିବ ଙ୍କ ଦ୍ଵାରା ଗଜପତି ଜିଲ୍ଲା ର ନିର୍ବାଚିତ ହୋଇଥିବା ୧୪ ଜିଲ୍ଲା ପରିଷଦଙ୍କ ନାମ ଘୋଷିତ ହୋଇଛି ।

ସଂପୃକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କ ଘୋଷଣା ମୁତାବକ ରାଜ୍ୟ ନିର୍ବାଚନ ଆୟୋଗ ତାଙ୍କ ପତ୍ରାଙ୍କ ସଂ ୩୯୭୫ ତା: ୪/୩/୨୨ ଜିଲ୍ଲା ପରିଷଦ ଅଧିନିୟମ ୧୯୯୧ ଧାରା ୭ ଓ ଉପଧାରା ୨ ମୁତାବକ ଆୟୋଗ ଙ୍କ ସଚିବ ଶ୍ରୀ ରବୀନ୍ଦ୍ର ନାଥ ସାହୁ ଘୋଷିତ ପ୍ରାର୍ଥୀ ମାନଙ୍କୁ ଅଧିଶୁଚିତ ଅଧିକୃତ ନିର୍ବାଚିତ ସଭ୍ୟ/ସଭ୍ୟା ଭାବେ ଘୋଷଣା କରିଛନ୍ତି ଏବଂ ସଂପୃକ୍ତ ରାଜସ୍ୱ କମିଶନର ଓ ରାଜ୍ୟ ମୁଦ୍ରଣାଳୟ କୁ ଜଣାଇଥିବା ଜଣା ପଡିଛି ।

Popular Articles