Advertisements
Sunday, May 31, 2020
Home Business & Private କାଗଜ କଳକୁ ଆଇପିଏମଏ ଆୱାର୍ଡ

କାଗଜ କଳକୁ ଆଇପିଏମଏ ଆୱାର୍ଡ

ରାୟଗଡା ଜ଼ିଲ୍ଲା ପ୍ରତିନିଧି (ଅମୁଲ୍ୟ ନିଶଙ୍କ): ଜେକେ କାଗଜ କଳକୁ ଆଉ ଏକ ବଡ ସଫଳତା ମିଳିଛି । ୨୦୧୭-୧୮ ବର୍ଷ ପାଇଁ ଜେକେ କାଗଜ କଳକୁ ଏହି ଆଇପିଏମଏ ଆବାର୍ଡ ମିଳିଛି ।

ଆଇପିଏମଏ ତରଫରୁ ଆୟୋଜିତ ୧୯ତମ ଅଧିବେଶନ ଉତ୍ସବରେ ମାନ୍ୟବର କେନ୍ଦ୍ରୟ ବାଣିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ ମୁଖ୍ୟ ଅତିଥି ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜେକେ କାଗଜ କଳକୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ରାୟଗଡା ଜିଲ୍ଲା ସ୍ଥିତ ଜେକେ କାଗଜ କଳର କାର୍ଯ୍ୟନିର୍ବାହୀ ଉପ-ସଭାପତି ପବନ କୁମାର ସୁରୀ ମୁଖ୍ୟ ଅତିଥି ଶ୍ରୀ ପ୍ରଭୁଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ଆୟୋଜିତ ପୁରସ୍କାର ଉତ୍ସବ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜେକେ ଗ୍ରୁପର ହର୍ଷପତଜୀ ସିଂଘାନିଆ (ଏମଡି ଏବଂ ଭିସି), ଏ.ଏସ.ମେହେଟା ( ଅଧ୍ୟକ୍ଷ ତଥା ନିର୍ଦେଶକ) ଙ୍କ ସହ ଜେକେ ଗ୍ରୁଫ ର ବରିଷ୍ଠ  ଅଧିକାରୀ ମାନେ ଉପସ୍ଥିତ ଥିଲେ ।  ଜେକେ କାଗଜ କଳରେ କାମ କରୁଥିବା କର୍ମଚାରୀ ମାନଙ୍କ ଉତମ ନିଷ୍ଠା  ଏବଂ କାର୍ଯ୍ୟଦକ୍ଷତା ଯୋଗୁଁ ଜେକେ କାଗଜ କଳକୁ ଏପରି ଏକ ସମ୍ମାନ ମିଳିଛି ତେଣୁ ଶ୍ରୀ ସୁରୀ ସମସ୍ତ କର୍ମଚାରୀ ମାନଙ୍କୁ ଶୁଭେଛା ଜ୍ଞାପନ କରିଥିଲେ । ଜେକେ କାଗଜ କଳକୁ ଏପରି ଏକ ସମ୍ମାନସ୍ପଦ ପୁରସ୍କାର ମିଳିଥିବା ଯୋଗୁଁ କର୍ମଚାରୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । 

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜିଲା ବିଜେଡି ସଭାପତି ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସହ ପଟାଙ୍ଗି ଓ କୋରାପୁଟ,ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବନ୍ଧୁଗାଁ ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୨୭:୫:୨୦): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକ ଠାରେ ରହିଥିବା କରନା ଭାଇରସ ରୋଗ ବିଷୟରେ ଅଞ୍ଚଳରେ ତଦାରଖ ଓ ସମୀକ୍ଷା କରିବା...

ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୦୫): ସମଗ୍ର ବିଶ୍ୱକୁ କରୋନା ଭୁତାଣୁ ପାଇଁ ପ୍ରଭାବିତ ଥିବା ବେଳେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ତରଫରୁ ଲଗାତାର ରକ୍ତଦାନ...

ବୁକୁରାମୁଣ୍ଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୫): ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ...

ଜାମସେଠ ଓ ଟେମରୀ ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପାଇକମାଳ,୩୦/୫: କୋଭିଡ ଯୋଦ୍ଧାଙ୍କୁ ସମାନ ଜଣାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ପାଇକମାଳ ଜାମସେଠ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରମ୍ଭା ତାଣ୍ଡିଙ୍କ...

Recent Comments

%d bloggers like this: