Related Contents

ଗ୍ୟାସ ଟାଙ୍କି ଫାଟି ଅଗ୍ନିକାଣ୍ଡରେ ଗାଡି ଜଳିପୋଡ଼ି ନଷ୍ଟ

ଜୟପୁର(ସୌମ୍ୟରଂଜନ ସାହୁ): ଜୟପୁର ସହର ମଧ୍ୟରେ ଗତକାଲି ବିଳମ୍ବିତ ରାତିରେ ପାୱାର ହାଉସ ଛକ ନିକଟରେ ଗ୍ୟାସ ଟାଙ୍କି ଫାଟି ଭୟାଭୟ ଅଗ୍ନିକାଣ୍ଡ ହେବାର ଦେଖିବାକୁ ମିଳିଥିଲା ।

କାହାର କିଛି ଅଘଟଣ ହୋଇନି କିନ୍ତୁ ଗାଡି ଦୁଇଟା ଜଳି ନଷ୍ଟ ହୋଇଯାଇଛି । ଅଗ୍ନି ନିର୍ବାହକ ବାହିନୀ ଆସି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ |

Comments are closed.