ବିନିକା ବନ ବିଭାଗ ଦ୍ୱାରା ବଜ୍ରକାପ୍ତା ଉଦ୍ଧାର

0
156
ବିନିକା ବନ ବିଭାଗ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨/୩) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନ ବିଭାଗ ଅଧୀନରେ ଥିବା ଡୁଙ୍ଗୁରିପାଲି ବ୍ଲକ ଚନ୍ଦଲି ଗାଁ ର ଯୋଗୀନ୍ଦ୍ର ଭୋଇଙ୍କ ଘରୁ ବଜ୍ରକାପ୍ତା ଉଦ୍ଧାର ହୋଇଛି ।WhatsApp Image 2022 03 03 at 10.19.05 AM ବିନିକା ବନ ବିଭାଗ ଦ୍ୱାରା ବଜ୍ରକାପ୍ତା ଉଦ୍ଧାର

ଏଇ ବଜ୍ରକାପ୍ତା ଟି ଚନ୍ଦଲି ଗାଁ ର ଯୋଗୀନ୍ଦ୍ର ଙ୍କ ଘର ପାଖରେ ବୁଲୁଥିବା ଦେଖି ସେ ବଜ୍ରକାପ୍ତା କୁ ନିଜ ଘରକୁ ନେଇ ରଖିଥିଲେ । ଯୋଗୀନ୍ଦ୍ର ବିନିକା ବନ ବିଭାଗ କୁ ଖବର ଦେଇଥିଲେ । ଖବର ପାଇ ବିନିକା ରେଞ୍ଜର ଅଭିନାଶ ବରିହା ଙ୍କ ନିର୍ଦ୍ଦେଶରେ ଏକ ସ୍କୁୱାର୍ଡ ଟିମ ଗଠନ କରି ରାମପୁର ଫରେଷ୍ଟର ଲିଙ୍ଗରାଜ ନାୟକ, ବିନିକା ଫରେଷ୍ଟର ଜନାର୍ଦନ ସ୍ୱାଇଁ, ଅଶ୍ୱିନୀ କାଲସେ, ସୁରେନ୍ଦ୍ର ଭୋଇ, ସମ୍ପଦ ଲବଣି, ଫରେଷ୍ଟ ଗାର୍ଡ କୁନ୍ତୀ ରାୟ ପ୍ରମୁଖ ଚଢ଼ାଉ ରେ ସାମିଲ ଥିଲେ l ସଦଳ ବଳେ ସେଠାରେ ପହଞ୍ଚି ବଜ୍ରକାପ୍ତା କୁ ଉଦ୍ଧାର କରଥିବା ସୂଚନା ଦେଇଛନ୍ତି ।