Advertisements
Sunday, July 5, 2020
Home Government News ବୈପାରୀଗୁଡରେ ଉଜ୍ବଳା ଯୋଜନା କାର୍ଯ୍ୟକ୍ରମ

ବୈପାରୀଗୁଡରେ ଉଜ୍ବଳା ଯୋଜନା କାର୍ଯ୍ୟକ୍ରମ

ବୈପାରୀଗୁଡା(ଏନ.ସନ୍ତୋଷ କୁମାର): ବୈପାରୀଗୁଡା ସହର ର ବିଏସଏଫ କ୍ୟାମ୍ପ ସମ୍ମୁଖରେ ଉଜ୍ବଳା ଉତ୍ସବ ପାଳିତ ହୋଇଛି |

ଚକାଡୋଳା ଏଚ ପି ଗ୍ୟାସ ଏଜେନ୍ସି ଓ ସାଇନା ଭାରତ ଗ୍ୟାସ ଏଜେନ୍ସି ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋରାପୁଟ ନୋଡାଲ କର୍ମଚାରୀ ସୌମ୍ୟ ସୋରେନ, ସଡିପି ଅଵୟନ୍ତି ସାହୁ, ଏ. ତ୍ରିନାଥ ରାଓ, ଚକାଡୋଳା ଏଚ ପି ଗ୍ୟାସ ମାଲିକ ପଦସ୍ୟାମ ମହାନ୍ତି, ସାଇନା ଭାରତ ଗ୍ୟାସ ଏଜେନ୍ସି ମାଲିକ ଗଙ୍ଗା ବେହେରା, ଏନ. ହରିପ୍ରସାଦ, ଚନ୍ଦ୍ରଶେଖର ରଥ, ଜି. ସଂଜୀବ ରାଓ, ବି.ଶ୍ରୀଦେବୀ, ସିମାଞ୍ଚଳ ମହାନ୍ତି, କର୍ପୁର ମଝି ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ | ବୈପାରୀଗୁଡା ବ୍ଲକ୍ର ସମସ୍ତ ଗ୍ୟାସ ଉପଭୋକ୍ତା ମାନଙ୍କୁ ଉପସ୍ଥିତ ଅତିଥି ମାନେ ଗ୍ୟାସ ସମ୍ବନ୍ଧରେ ବିଭିନ୍ନ ବିଷୟ ଆଲୋକପାତ କରିଥିଲେ |ଗ୍ୟାସ ଦ୍ୱାରା ଗ୍ରାମକୁ ଧୂଆଁ ମୁକ୍ତ ଓ କାମ ସମୟରେ ରୋଷେଇ କାର୍ଯ୍ୟକ୍ରମ ହେଉଛି ବୋଲି ମଧ୍ୟ ପ୍ରକାଶ କରିଥିଲେ | ଏହି କାର୍ଯ୍ୟକ୍ରମରେ ବୈପାରୀଗୁଡା ଚକାଡୋଳା ଗ୍ୟାସ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

ମାଲକାନଗିରି ଜିଲ୍ଲାରେ ମାଓ ବିରୋଧୀ ପୋଷ୍ଟର

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ମାଓବାଦୀ ଙ୍କୁ ବିରୋଧ କରି ପୋଷ୍ଟର ଲାଗିଲା ସ୍ବାଭିମାନ ଅଞ୍ଚଳରେ ।

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

Recent Comments

%d bloggers like this: