Friday, March 29, 2024

Top 5 This Week

Related Posts

ବିଜେଡ଼ି ଖାତାକୁ ଯିବ କାଶୀନଗର ଜୋନ୍ ଦୁଇଟି

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, ଗଜପତି, (୨୭/୦୨) : ରାଜ୍ୟ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରି ଆସିଲା ବେଳକୁ ପୌର ନିର୍ବାଚନ ଆରମ୍ଭ ହୋଇଯିବ । ପୁଣି ଆରମ୍ଭ ହୋଇଯିବ ରାଜନୈତିକ ଉଷ୍ମତା । ନିର୍ବାଚନ ଉଷ୍ମତା ଆରମ୍ଭ ହୋଇଯିବ । ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ବ୍ଲକ ଦୁଇଟି ଜୋନ୍ ବିଜେଡ଼ି ଖାତାକୁ ଯିବ ।

ନିର୍ଭର ଯୋଗ୍ୟ ସୂତ୍ରରୁ ଜଣାପଡୁଛି କି କାଶୀନଗର ବ୍ଲକ ରେ ଜିଲ୍ଲା ପରିଷଦ ବିଜେଡ଼ି ଖାତାକୁ ଯିବ ଏଥିରେ ଦ୍ଦ୍ଵୀ ମତ ନାହିଁ । କାଶୀନଗର ଜୋନ୍ ୨ ର ଗଣତି ରୁ ଜଣାପଡୁଛି କି ଏହି ଜୋନ୍ ରେ ୧୫୦୦ ରୁ ଉର୍ଦ୍ଧ ଭୋଟ ରେ ବିଜେଡ଼ି ଆଗୁଆ ରହିଥିଲା । ଗଜପତି ଜିଲ୍ଲା ପରିଷଦ ବିଜେଡ଼ି ପାଇଁ ବାଟ ଫିତିଛି । କାହା ମୁଣ୍ଡରେ ହାତୀ କଳସୀ ଢାଲୁଛି ତାହା ଦେଖିବାକୁ ବାକି ରହିଲା ବୋଲି ଚର୍ଚ୍ଚା ହେଉଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles