Related Contents

ତେଲ ଟାଙ୍କି ଗାଡି ଓଲଟିଲା ଘାଟିରେ, ଲୋକେ ଧାଡିରେ ତେଲ ବୋହିନେଉଛନ୍ତି

ରାଇକିଆ (ଜଗଦୀଶ ଦାସ): କନ୍ଧମାଳ ଜିଲ୍ଲା ଧରମପୁର ଘାଟିରେ ଭୋର ସକାଳେ ଏକ ତେଲ ଟ୍ୟାଙ୍କର ଗାଡି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଛି |

ତେଲ ରାସ୍ତାରେ ବହୁଥିବା ଦେଖି ଲୋକ ମାନେ ଧାଡିରେ ତେଲ ବୋହି ନେଉ ଥିବା ଦେଖିବାକୁ ମିଳିଛି |ଗାଡିର ଡ୍ରାଇଭର ସମ୍ପର୍କରେ ଖବର ମିଳିପାରିନାହିଁ | ଦୁର୍ଘଟଣା ସମ୍ପର୍କରେ ଖବରପାଇ ସାରଙ୍ଗଗଡ ପୁଲିସ ପହଂଚି ତଦନ୍ତ ଚଳାଇଛି |

Comments are closed.