Related Contents

ବାଇକରୁ ପଡି ଗୁରୁତର-ରାମଗିରି

ଜୟପୁର(ସୌମ୍ୟରଂଜନ ସାହୁ): ରାମଗିରି ଠାରୁ ଗୁପ୍ତେଶ୍ୱର ରାସ୍ତାର ବଡପଡ଼ା ଛକଠାରେ ମଂଗଳ ବାର ରାତ୍ରି 6 ଘଣ୍ଟା 50 ମିନିଟ ସମୟରେ ଜଣେ ଯୁବକ ନିଜ ବାଇକର୍ ଭାରସାମ୍ୟ ହରାଇ ଆହତ ହୋଇଛନ୍ତି |

ତାକୁ ରାମଗିରି ର କିଛି ଯୁବକ ଆସୁଥିବା ବେଳେ ଦେଖି ଆମ୍ବୁଲାନ୍ସ ଜଗେ ରାମଗିରି ମେଡିକାଲ ରେ ଭର୍ତି କରା ଯାଇଛି,ଗୁରୁତ୍ୱ ଅବସ୍ତା ରହିଛି |ତାକୁ ରାମଗିରିର କିଛି ଯୁବକ ଆସୁଥିବା ବେଳେ ଦେଖି ଆମ୍ବୁଲାନ୍ସ ଯୋଗେ ରାମଗିରି ମେଡିକାଲରେ ଭର୍ତି କରାଯାଇଛି | ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି |

Comments are closed.