Related Contents

ମାଓବାଦୀଙ୍କ ଲଙ୍କାକାଣ୍ଡ- ଘରୋଇ ବସ ପୋଡି

ମାଲକାନଗିରି ଜିଲ୍ଲା ପ୍ରତିନିଧି (ଅସୀମ ବିଶ୍ୱାସ): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମୁଣ୍ଡାଗୁଡା ନିକଟରେ ମାଓବାଦୀ ଲଙ୍କା କାଣ୍ଡ ଭିଆଇଛନ୍ତି ।

ମାଓବାଦୀ ଏକ ଘରୋଇ ବସକୁ ଜାଳିଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ କିଛି ସଶସ୍ତ୍ର ମାଓବାଦୀ ଆସି ବସ କର୍ମଚାରୀଙ୍କୁ ମାଡ଼ ମାରିଥିବା ସହ ବସରେ ନିଆଁ ଲଗାଇ ଦେଇଥିଲେ ।

Comments are closed.