Related Contents

ପଦ୍ମଶ୍ରୀ ଶ୍ରୀମତୀ କମଳା ପୂଜାରୀଙ୍କୁ ହସ୍ପିଟାଲରେ ଭେଟିଲେ ବିଧାୟକ ଶ୍ରୀ ବାହିନୀପତି

ଜୟପୁର (ସୌମ୍ୟରଂଜନ ସାହୁ): ଆଜି ମାନ୍ୟବର ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରା ପ୍ରସାଦ ବାହିନୀପତି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପଦ୍ମଶ୍ରୀ ଶ୍ରୀମତି କମଳା ପୁଜାରିଙ୍କୁ ଭେଟିଥିଲେ ଓ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଶ୍ରୀଯୁକ୍ତ ବାହିନୀପତି ଡଃ. ମାନଙ୍କ ସହ ଆଲୋଚନା କରିଥିବାର ଜଣାପଡିଛି ।

Comments are closed.