Advertisements
Sunday, May 31, 2020
Home Business & Private ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ଉତ୍କଳ ଆଲୁମିନା ତରଫରୁ ଅନ୍ତ ବିଦ୍ୟାଳୟ ପ୍ରତିଯୋଗିତା

ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ଉତ୍କଳ ଆଲୁମିନା ତରଫରୁ ଅନ୍ତ ବିଦ୍ୟାଳୟ ପ୍ରତିଯୋଗିତା

ରାୟଗଡା ଜ଼ିଲ୍ଲାପ୍ରତିନିଧି (ଅମୁଲ୍ୟ ନିଶଙ୍କ): ଆସନ୍ତା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଅନ୍ତ ବିଦ୍ୟାଳୟ ପ୍ରତିଯୋଗିତା ଶିକ୍ଷାର ଉନ୍ନତି ସାଙ୍ଗକୁ ଛାତ୍ର ଛାତ୍ରୀଙ୍କ ବିଭିନ୍ନ ଅନ୍ତର୍ନିହିତ ଗୁଣର ବିକାଶ ଓ ପରିପ୍ରକାଶ ନିମନ୍ତେ ଉତ୍କଳ ଆଲୁମିନା ତରଫରୁ କନିଷ୍ଠ ଓ ବରିଷ୍ଠ ବର୍ଗକୁ ନେଇ ଏକ ଅନ୍ତର ବିଦ୍ୟାଳୟ ପ୍ରତିଯୋଗିତାରେ ୧୩ଟି ବିଦ୍ୟାଳୟରୁ ପ୍ରାୟ ୫୫ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ |

ପ୍ରତିଯୋଗିତା ମୁଖ୍ୟତ ଜଣା ଅଜଣା, ଇଂରାଜୀ ବକ୍ତୃତା, ଓଡ଼ିଆ ବକ୍ତୃତା, ଚିତ୍ରାଙ୍କନ ଓ ରଚନା ଲିଖନ ବିଷୟରେ ଅନୁଷ୍ଠିତ ହୋଇଯାଇଥିଲା | ପ୍ରଥମ ପର୍ଯ୍ୟାରେ ବିଦ୍ୟାଳୟ ସ୍ଥରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା | ଏଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀଙ୍କୁ ନେଇ ଅନ୍ତ ବିଦ୍ୟାଳୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିଲା | ଏହି କାର୍ଯ୍ୟକ୍ରମକୁ ଶ୍ରୀ ଶିବ ମହାପାତ୍ରଙ୍କ ତତ୍ତ୍ୱବନ୍ଧନରେ ସତ୍ୟଭାମା ନାୟକ ପରିଚାଳନା କରିଥିଲେ ମନୋରଞ୍ଜନ ବେହେରା, ଅଭିପିସା ପ୍ରାଚୀ ସସ୍ମିତା, ରଞ୍ଜନ, କାର୍ତିକସ୍ୱର ସାହୁ ଓ ସଂଜୀବ ପ୍ରମୁଖ ସହଯୋଗ କରିଥିଲେ | ଉତ୍କଳ ଆଲୁମିନା ଦୋରଗୁଡ଼ାର ମୁଖ୍ୟ ରାକେଶ ମିଶ୍ର ଓ ଲୋକ ସମ୍ପର୍କ ଅଧିକାରୀ ସମୀର ମହାନ୍ତି ଏହି କାର୍ୟକ୍ରମର ସୁପରିଚାଳନା କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜିଲା ବିଜେଡି ସଭାପତି ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସହ ପଟାଙ୍ଗି ଓ କୋରାପୁଟ,ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବନ୍ଧୁଗାଁ ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୨୭:୫:୨୦): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକ ଠାରେ ରହିଥିବା କରନା ଭାଇରସ ରୋଗ ବିଷୟରେ ଅଞ୍ଚଳରେ ତଦାରଖ ଓ ସମୀକ୍ଷା କରିବା...

ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୦୫): ସମଗ୍ର ବିଶ୍ୱକୁ କରୋନା ଭୁତାଣୁ ପାଇଁ ପ୍ରଭାବିତ ଥିବା ବେଳେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ତରଫରୁ ଲଗାତାର ରକ୍ତଦାନ...

ବୁକୁରାମୁଣ୍ଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୫): ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ...

ଜାମସେଠ ଓ ଟେମରୀ ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପାଇକମାଳ,୩୦/୫: କୋଭିଡ ଯୋଦ୍ଧାଙ୍କୁ ସମାନ ଜଣାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ପାଇକମାଳ ଜାମସେଠ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରମ୍ଭା ତାଣ୍ଡିଙ୍କ...

Recent Comments

%d bloggers like this: