Thursday, March 28, 2024

Top 5 This Week

Related Posts

ବିକାଶ ର ଆରମ୍ଭ ଗଜପତି ରୁ : ଏକ ଗଣମାଧ୍ୟମ କାର୍ଯ୍ୟକ୍ରମ ରେ ସାଂସଦଙ୍କ ଟିପ୍ପଣୀ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୮/୦୨) : ଓଡ଼ିଶା ର ବିକାଶ ରେ ଗଜପତି ଜିଲ୍ଲା ର ଭାଗୀଦାର ରହିଛି, ବିକାଶ ରୁ ଆରମ୍ଭ ଗଜପତି ଜିଲ୍ଲା ରୁ ବୋଲି ଜି ଓଡ଼ିଶା ର ଗୋଟିଏ କାର୍ଯ୍ୟକ୍ରମ ରେ ମତ ପ୍ରକାଶ ପାଇଛି ।WhatsApp Image 2022 02 18 at 7.05.10 PM ବିକାଶ ର ଆରମ୍ଭ ଗଜପତି ରୁ : ଏକ ଗଣମାଧ୍ୟମ କାର୍ଯ୍ୟକ୍ରମ ରେ ସାଂସଦଙ୍କ ଟିପ୍ପଣୀ

ଏହି ଚର୍ଚ୍ଚା ରେ ଭାଗ ନେଇ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଓ ହାଇଟେକ୍ ମେଡ଼ିକାଲ ପ୍ରତିଷ୍ଠାତା ଚେୟାରମେନ ଶ୍ରୀ ତିରୁପତି ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଜି ଓଡ଼ିଶା ର ଏହି ଚର୍ଚ୍ଚା ରେ ବିକାଶ ପଥରେ କେତେକ ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷ ଆଙ୍ଗୁଳି ପ୍ରଦର୍ଶନ କଲେ ବିକାଶ ଅଟକି ଯିବ ନାହିଁ , ବିକାଶ ର ଆରମ୍ଭ ଗଜପତି ରୁ ବୋଲି ମତ ପ୍ରକାଶ ପାଇଛି । ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବସର ରେ ଏହି ଉକ୍ତି ବେଶ୍ ଆଲୋଚନା ର ଖାରକ୍ ଯୋଗାଇଛି ।

Popular Articles