ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ ଗ୍ରହଣ ଅନୁଷ୍ଟିତ

0
191
ପ୍ରଥମ ପର୍ଯ୍ୟାୟରେ

ରିପୋର୍ଟ : ନରତ୍ତମ ପାଢୀ //
ରାୟଗଡ଼ା, (୧୬/୨) : ପ୍ରଥମ ପର୍ଯ୍ୟାୟରେ ରାୟଗଡ଼ା ଜିଲ୍ଲା ର ବିଷମ କଟକ ବ୍ଲକ, ମୁନିଗୁଡା, ଚନ୍ଦ୍ର ପୁର ବ୍ଲକ ରେ ମୋଟ ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ କରିଛନ୍ତି । ବିଷମ କଟକ ବ୍ଲକ ଅନ୍ତର୍ଗତ କୁଟ୍ରାଗଡ ଗ୍ରାମ ପଞ୍ଚାୟତ ୩ ସ୍ତରୀୟ ନିର୍ବାଚନ ଶାନ୍ତି ଶୃଙ୍ଖଳା ରେ ସମସ୍ତ ଭୋଟ ର ନିଜର ମତଦାନ କରିଛନ୍ତି ।c1b3d58e eef9 459a 8a03 3f79dfbeaeb0 ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ ଗ୍ରହଣ ଅନୁଷ୍ଟିତ

ପ୍ରଥମ ପର୍ଯ୍ୟାୟରେ ୱଡ ୧୧ରେ ପିଜେଡିଙ୍ଗ ଅଫିସର ସତ୍ୟନାରାୟଣ ପଣ୍ଡା କୁଟ୍ରାଗଡ , ଦିଗାମ୍ବର ପଣ୍ଡା, ରାମେଶ୍ୱର ନାଗ,ସଞ୍ଜୟ କୁମାର ତ୍ରିପାଠୀ, ମହନ ଭୋଇ, ଶ୍ୟାମସୁନ୍ଦର ମାଣ୍ଡାଙ୍ଗୀ, ସିମାଞ୍ଚଳ ପଟ୍ଟନାୟକ, ଭୁପତକର ପଣ୍ଡା, ଜାକିନିଶବର, ଶ୍ୟାମସୁନ୍ଦର ପଣ୍ଡା ପୋଲିସ, ପୁନୀୟା ଶବର ଚଦନପ୍ରଧାନୀ, ଏହି ପଞ୍ଚାୟତ ରେ ୫ ଜଣ ସରପଞ୍ଚ ପ୍ରାର୍ଥୀ ମତଦାନ ଅନିତା ପିଡିକାକା, ଲଛମା ପିଡିକାକା, ଇଲାମାଇ ପିଡିକାକା, ସରସ୍ବତୀ ମୁଣ୍ଡିକା, ମଞ୍ଜୁଳା କିଲକା ଓ ୨ ଜଣ ସମୀତୀ ସଭ୍ୟ ମୈସୁମି ପୁଜାରୀ, ମଞ୍ଜୁଳା ଆଚାରୀ ମତଦାନ ସାବ୍ୟସ୍ତ କରିଛନ୍ତି ।61737ecb f5a1 48f4 b2d6 48f9678ea575 ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ ଗ୍ରହଣ ଅନୁଷ୍ଟିତ

ବିଜେଡି ନେତା ଶ୍ରୀ ପଦ୍ମଲୋଚନ ବିଭାର, ଶ୍ରୀ ପୁରୁଷୋତ୍ତମ ଜେନା, ଶ୍ରୀ ପରୁଷୁରାମ ବିଭାର, ପୁରୁଷୋତ୍ତମ ବିଭାର, ଅଭୀରାମ ବିଭାର, ସନାପୁର ପିଡିକାକା, ରାଜିଵ ପ୍ରାସ୍କା, ପ୍ରସାଦ ସାହୁ କାର, ଶ୍ରୀ ଡମ୍ବରୁଧର ପିଡିକାକା, ଶ୍ରୀ ମଙ୍ଗର କାଣ୍ଡମାକା, ଭଗବାନ ପିଡିକାକା, ଶ୍ରୀ ଡମ୍ବରୁଧର ଜଳାଇ ବୁଥ ପରୀଦଶନ କରୀଥିଲେ ।