କେ ସୀତାପୁର ରେ ତିରୁପତି ଓ ଟେଜେଶ୍ୱର୍ ଙ୍କ ତେଜେସ ବଢୁଛି

0
255
କେ. ସୀତାପୁର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୫/୦୨) : ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ର କେ. ସୀତାପୁର ଗ୍ରାମ ପଞ୍ଚାୟତ ଭୋଟର ଓ ଆୟୋଟନରେ ସବୁ ଥର ବାଦ୍ ଏବେ ତିରୁପତି ଓ ବିଜେଡ଼ି ସମର୍ଥିତ ସରପଞ୍ଚ ସମିତି ପ୍ରାର୍ଥୀଙ୍କ ତେଜେସ ବଢୁଛି ।WhatsApp Image 2022 02 15 at 12.47.00 PM କେ ସୀତାପୁର ରେ ତିରୁପତି ଓ ଟେଜେଶ୍ୱର୍ ଙ୍କ ତେଜେସ ବଢୁଛି

କେ. ସୀତାପୁର ଗ୍ରାମ ପଞ୍ଚାୟତ ର ବଡ଼ ଗ୍ରାମ କେ. ସୀତା ପୁର, ମିନୀଗମ୍, ଦେବଦଲା ଓ ଶୀଙ୍ଗି ପୁର ଗ୍ରାମ ରେ ଭୋଟର ସଂଖ୍ୟା ଅଧିକ । ଜଣେ ଭୋଟର ଙ୍କ ପ୍ରତିକ୍ରିୟା ନେବାରେ ଜଣା ପଡିଲା କି ଦୀର୍ଘ ୨୦ ବର୍ଷ ଦରପୁ ବଂଶ ଏହି ପଞ୍ଚାୟତ କୁ ମାଡ଼ି ବସିଛନ୍ତି ଏଣୁ ଏହାର ପରିବର୍ତ୍ତନ ଆବଶ୍ୟକ । ସିଙ୍ଗାପୁର ଗ୍ରାମ ର ଜଣେ ଭୋଟର୍ କହିଛନ୍ତି କି ଏଥର ଆମ ଗ୍ରାମ ରେ ୨୦୦ ଭୋଟ ଅଧିକ ବିଜେଡ଼ି କୁ ଯିବ ।

ଯୁବ ବର୍ଗ, ଆଦିବାସୀ ଓ ହରିଜନ ମାନେ ନବୀନ ବାବୁ ଙ୍କ ଯୋଜନା ରୁ ଆମେ ଅଧିକ ଫାଇଦା ପାଇଛୁ ଏଣୁ ଆମେ ଶଙ୍ଖ କୁ ଭୋଟ ଦେବୁ । ଏଣୁ କେ ସୀତା ପୁର ଗ୍ରାମ ପଞ୍ଚାୟତ ଏଥର ବିଜେଡ଼ି କୁ ଯିବା ପାଇଁ ଆମେ ଓ ଆମ ନେତା ଜୋରଦାର ଉଦ୍ୟମ କରିଛୁ ।