Thursday, March 28, 2024

Top 5 This Week

Related Posts

ଯୁବ ବ୍ୟବସାୟୀ କାର୍ତ୍ତିକ ବେହେରା ଙ୍କ ପିତା ଙ୍କ ବିୟୋଗ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୩/୦୨) : ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ କୋଇଲିସୂତା ଗ୍ରାମ ର ଯୁବ ବ୍ୟବସାୟୀ (ବେହେରା ମେଡ଼ିସିନ ଷ୍ଟୋର) କାର୍ତ୍ତିକ ବେହେରା ଙ୍କ ପିତା ଙ୍କ ଆଜି ପରଲୋକ ଘଟିଛି ।WhatsApp Image 2022 02 14 at 9.01.02 AM 1 ଯୁବ ବ୍ୟବସାୟୀ କାର୍ତ୍ତିକ ବେହେରା ଙ୍କ ପିତା ଙ୍କ ବିୟୋଗ

ସୂଚନା ଅନୁଯାଇ ଯୁବ ବ୍ୟବସାୟୀ କାର୍ତ୍ତିକ ବେହେରାଙ୍କ ପିତା ଜଗନ୍ନାଥ ବେହେରା (୮୨) କିଛି ଦିନ ପୂର୍ବରୁ କିଡ଼ନୀ ରୋଗରେ ଆକ୍ରାନ୍ତ ଥିଲେ । ଆଜି ସକାଳୁ ଶ୍ରୀ ବେହେରା ହଠାତ ଅସୁସ୍ଥ ଅନୁଭବ କରିଥିଲେ ଓ଼ ତାଙ୍କ ପରଲୋକ ହୋଇ ଯାଇଥିଲା । ତାଙ୍କ ବିୟୋଗ ରେ ପରିବାର ଜନ ସହିତ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ଶେଷ କୃତରେ ଏକ ମାତ୍ର ପୁତ୍ର କାର୍ତ୍ତିକ ବେହେରା ମୁଖାଗ୍ନି ଦେବ ସହିତ ତାଙ୍କର ପାଞ୍ଚ ନାତି ଚନ୍ଦନ ବେହେରା, ମଦନ ବେହେରା, ରତନ ବେହେରା, କିରଟି ବେହେରା, ଗୌରୀଶଙ୍କର ବେହେରା ଏବଂ ଗ୍ରାମବାସୀ ସାହାଯ୍ୟ ସହଯୋଗ କରିଥିଲେ ।

Popular Articles