କାଶୀନଗର ଜୋନ୍ ୧ ରେ ବିଜେଡ଼ି ପାଇଁ ଅନୁକୂଳ ବାତାବରଣ ବହୁଛି

0
272
ବିଜେପି ପାଇଁ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୧୩/୦୨) : ଆଗାମୀ ୨୨ ତାରିଖରେ ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ବାକି ଅଛି । କାଶୀନଗର ଜୋନ୍ ୧ ରେ ବିଜେଡ଼ି ପାଇଁ ଅନୁକୂଳ ବାତାବରଣ ବହୁଛି ବୋଲି ଚର୍ଚ୍ଚା ହେଉଛି ।

ବର୍ତ୍ତମାନ ଏହି କାଶୀନଗର ଜୋନ୍ ୧ ରେ ବୁଡୁରା, ଗୋରି ବନ୍ଧା, ଖା ନଦବା, ଅଲା ଡ଼ା, ଶିଆଳି ଏଭଳି ପଂଚୋଟି ଗ୍ରାମ ପଞ୍ଚାୟତ ରହିଛି । ଏହି ଜୋନ୍ ରେ ବି ଜେ ଡ଼ି ତରଫରୁ ଆର୍ ରାଜଲକ୍ଷ୍ମୀ, ବି ଜେ ପି ତରଫରୁ ଏ ଶୈଳଜା ଓ କଂଗ୍ରେସ୍ ପକ୍ଷରୁ ବୋଡାଲା ଅନୁରାଧା ପ୍ରତିଦ୍ବନ୍ଦିତା କରୁଛନ୍ତି । ବୁଡୁରା ଓ ଖଣ୍ଡବ। ଓ ଅ ଲଦା ରେ ରାଜନୈତିକ ସମୀକରଣ ବଦଳିବା କରଣ ରୁ ଏହା ବିଜେଡ଼ି ପାଇଁ ଅନୁକୂଳ ହେବ ବୋଲି ରାଜନୀତି ପଣ୍ଡିତ ମାନେ ଏକ ଚର୍ଚ୍ଚା କରୁଥିବା ଜଣାଯାଇଛି ।