ପାରଳା ମାଟି ର ଗର୍ବ ଦେବାଶିଷ (ମିଟୁ) ଭାଇ ରଣଜୀ ମେନେଜର ନିଯୁକ୍ତ

0
179
ପାରଳା ମାଟି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୩/୦୨) : ଗଜପତି ଜିଲ୍ଲା ପାରଳା ମାଟି ର ଗର୍ବ ଓ ଗୌରବ ଦେବାଶିଷ ପାଢ଼ୀ ଙ୍କ ପାଇଁ ଓଡ଼ିଶା କ୍ରୀଡ଼ା ଜଗତ ରେ ଆଉ ଟିକେ ପରିଚିତ ହୋଇଛି ।

ପାରଳା ମାଟି ରେ ଜନ୍ମ ହୋଇଥିବା ଦେବାଶିଷ ପାଢ଼ୀ (ମିଟୁ ଭାଇ) ପେସା ରେ ଜଣେ ଜିଲ୍ଲା ସାମ୍ବାଦିକ ଏବଂ ନିଶା ରେ ସେ କ୍ରିକେଟ ପାଇଁ ଜୀବନ ଦେଇଥାନ୍ତି । କଳାହାଣ୍ଡି କପ୍ ଗଜପତି ର କୃଷ୍ଣ ଚନ୍ଦ୍ର ଗଜପତି କଲେଜ ଗ୍ରାଉଣ୍ଡ ରେ ସେ ଅନେକ ମ୍ୟାଚ୍ ଆୟୋଜନ କରିଛନ୍ତି ଓ ଜଣେ ଶ୍ରେଷ୍ଟ ଖେଳାଳୀ ମଧ୍ୟ ଗଞ୍ଜାମ ଓ ଗଜପତି ପାଇଁ କ୍ରୀଡ଼ା ସକାଶେ ସବୁ ବେଳେ ଚେଷ୍ଟିତ ଥିବା ବେଳେ ଓଡ଼ିଶା କ୍ରିକେଟ ଏସସର୍ସେଶନ ଶ୍ରୀ ଦେବାଶିଷ ପଢ଼ୀଙ୍କୁ ରଣଜୀ (ସିନିୟର୍) ର ମେନେଜର୍ ତଥା ପରିଚାଳନା ଭାର ଦେଇଛନ୍ତି । ଅହମଦାବାଦ ଠାରେ ଏହି ମ୍ୟାଚ୍ ହେବ ବୋଲି ଜଣାପଡିଛି ।