Related Contents

ଅରୁଣ ମୁନିଙ୍କ ଦୋକାନରେ ଅଗ୍ନିକାଣ୍ଡ

କଲ୍ୟାଣସିହପୁର (ଅକ୍ଷୟ ପୀଡ଼ିସିକା): କଲ୍ୟାଣସିହପୁର ବ୍ଲକ ଅନ୍ତର୍ଗତ କଲ୍ୟାଣସିହପୁର ସଦର ମହକୁମାରେ ଠାରେ ଆଜି ସକାଳ ୧୧ଘଣ୍ଟା ସମୟରେ ଅରୁଣ ମୁନିଙ୍କ ଦୋକାନରେ ଜଣେ ଅଜଣା ବ୍ୟକ୍ତି ସିଗାରେଟ ପିଇ ଦିଆସିଲ କାଠି ପଙ୍ଗିବା ଦ୍ବାରା ଅରୁଣ ଦୋକାନରେ ଅଗ୍ନିକାଣ୍ଡ ଘଟିଥିବାର ଦେଖିବାକୁ ମିଳିଥିଲା ।

ସେହି ସମୟରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ନିଆକୁ ଲିଭାଇ ସେହି ଦୋକାନର ସାମଗ୍ରୀକୁ ଉଦ୍ଧାର କରିଥିବାର ଦେଖିବାକୁ ମିଳିଛି । ପରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ମଧ୍ୟ ପହଂଚି ସହଯୋଗ କରିଥିଲେ |

Comments are closed.