Sunday, September 20, 2020
Home headline ରାୟଗଡା ଡିଭାଇଡର ଉପରେ ମାଡ଼ିଗଲା ଟ୍ରକ

ରାୟଗଡା ଡିଭାଇଡର ଉପରେ ମାଡ଼ିଗଲା ଟ୍ରକ

ରାୟଗଡା (ଗୋପୀନାଥ ଗୌଡ଼): ଆଜି ଭୋର ସକାଳ ସମୟରେ ରାୟଗଡା ଜିଲ୍ଲାର ପୂର୍ତ୍ତି ବିଭାଗ ଅଫିସ ସମ୍ମୁଖରେ ଏକ କୋଇଲା ବୋଝେଇ ଟ୍ରକ ରାସ୍ତା ମଝିରେ ଥିବା ଡିଭାଇଡର ଉପରେ ମାଡିଯାଇଛି ।

ଟ୍ରକଟିର ନମ୍ବର “ସିଜିଏମଇ୭୭୪୭” ଟ୍ରକଟି ରାସ୍ତାରେ ପୋତା ହୋଇଥିବା ବିଦ୍ୟୁତ ପୋଲର ମଧ୍ୟ କ୍ଷତି ଘଟାଇଛି । ଟ୍ରକର ଡିଜେଲ ଟ୍ୟାଙ୍କ ଓହଳି ହୋଇ ରହିଥିବା ବେଳେ ଓ ଇଞ୍ଜିନ ବାହାରକୁ ଆସିଯାଇଥିବା ଦେଖାଦେଇଛି । ସୁଚନା ମୁତାବକ ଏହି ଟ୍ରକଟି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଆସିଥିଲା ଓ ଏହା ଲାଞ୍ଜିଗଡ଼ ଅଭିମୁଖେ ଯାଉଥିଲା । ଅନୁମାନ କରାଯାଉଛି ଭୋର ସକାଳ ହୋଇଥିବା ନିଦ ଆସି ଯାଇଥିବା କାରଣରୁ ଡ୍ରାଇଭରର ଆଖି ଲାଗିଯାଇଥିବ। ତେବେ ଏହି ଘଟଣାରେ କେହି ଆହତ ନ ହୋଇଥିବା ଜଣାପଡିଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବନ୍ଧୁଗାଁ ବ୍ଲକର ୫୦ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପଦୋନ୍ନତି

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ ତା୧୯/୯/୨୦): କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକର ୫୦ ଜଣ ଶିକ୍ଷକଙ୍କୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ବନ୍ଧୁଗାଁ ଶିକ୍ଷା ବିଭାଗ କାର୍ଯ୍ୟଳୟର ବିଭିନ୍ନ ସ୍କୁଲର କାର୍ଯ୍ୟରତ ଶିକ୍ଷକଙ୍କ...

ବନ୍ଧୁଗାଁ ବ୍ଲକରେ ନୂତନ ତହସିଲଦାରଙ୍କ ଯୋଗଦାନ

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ ତା୧୯/୯/୨୦): ବନ୍ଧୁଗାଁ ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ସୀମାଞ୍ଚଳ ପାତ୍ର ଯୋଗ ଦେଇଛନ୍ତି । ସେ ପୁର୍ବେ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଠାରେ ଆଡିସନାଲ ତହସିଲଦାର...

ଉତ୍କଳ ଆଲୁମିନାର (ସିଏସଆର) ଦ୍ୱାରା ୭ଟି ଗାଁରେ ୧୧୮ଗୋଟି ହ୍ୟାଣ୍ଡପମ୍ପ ସ୍ଥାପନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୯/୦୯): ରାୟଗଡା ଜିଲ୍ଲା ଅନ୍ତର୍ଗତ ଟିକିରି ଓ ଆଖପାଖ ଅଞ୍ଚଳ ଗୁଡିକରେ ବିଶୁଦ୍ଧ ପାନୀୟ ଜଳର ବିକଟ ଅଭାବ ପରିଲକ୍ଷିତ ହୋଇଛି ଲ ଏହିପରି ଏକ...

ଆମ୍ଵାଦଳାରେ ଵଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ମୁନିଗୁଡା (୧୯/୯/୨୦): ରାୟଗଡା ଜିଲ୍ଲା ମୁନିଗୁଡା ଵ୍ଲକ ଆମ୍ବାଦଳା ବଡ ହରିଜନ ସାହିରେ ଆଜି ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଜଣେ ଗୁରୁତର ଅବସ୍ଥାରେ...

Recent Comments

%d bloggers like this: