Friday, March 29, 2024

Top 5 This Week

Related Posts

ହାଡୁ ଭାଙ୍ଗି ଜୋନ୍ ୨ ରେ ବିଜେଡି ର ଜୋରଦାର ପ୍ରଚାର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୯/୦୨) : ଗତକାଲି ଗଜପତି ଜିଲ୍ଲା କାଶୀନଗର ବ୍ଲକ ର ହାଡୁ ଭାଙ୍ଗି ଜୋନ୍ ୨ ରେ ବିଜେଡି ର ଜୋରଦାର ପ୍ରଚାର ହୋଇଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ କାଶୀନଗର ବ୍ଲକ ଅନ୍ତର୍ଗତ ହାଡୁ ଭାଙ୍ଗି ଏକଦା ବିଜେପି ପାଇଁ ଅନୁକୂଳ ଥିଲା । ଏହି ପଞ୍ଚାୟତ ରେ ୩ ଟି ବଡ଼ ଗ୍ରାମ ହାଡୁ ଭାଙ୍ଗି, ଭିଷ୍ଟଲା, ଚଦଙ୍ଗି ପୁର ରହିଛି । ତଥାପି ବିଜେପି ଗଡ଼ ଭାଙ୍ଗିବାକୁ ବିଜୁ ଜନତା ଦଳ ର ନେତା ଡ୍. ତିରୁପତି ପାଣିଗ୍ରାହୀ ପ୍ରଦୀପ ନାୟକ ଜି ତିରୁପତି ରାଓ ଜିଲ୍ଲା ପରିଷଦ ପ୍ରାର୍ଥୀ ଜୋରଦାର ପ୍ରୟାସ ଜାରି ରଖିଛନ୍ତି । ହାଡୁ ଭାଙ୍ଗି ଜୋନ୍ ୨ ରେ କିନିଗମ, ହାଡୁ ଭାଙ୍ଗି, ଖାରା ଡ଼ା, କେ. ସୀତା ପୁର, ସିଧା ମଦଙ୍ଗ, ରାଣୀ ପେଟ, ପର୍ତ୍ତାଦା ଗ୍ରାମ ପଞ୍ଚାୟତ ୭ ଟି ପଞ୍ଚାୟତ ରହିଛି ।

Popular Articles