Related Contents

ଜାତୀୟ ଭୋଟର ଦିବସ ୨୦୧୯ ରାଜ୍ୟସ୍ତରୀୟ ପ୍ରତିଯୋଗୀ ଭାବେ ନବରଙ୍ଗପୁରରୁ ୪ ଜଣ ମନୋନୀତ

ନବରଙ୍ଗପୁର ଜିଲ୍ଲା ପ୍ରତିନିଧି(ଏ ସତୀଶ): ଆସନ୍ତା ତା.୧୫.୦୧.୨୦୧୯ ରିଖରେ ଭୁବନେଶ୍ୱର ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଜାତୀୟ ଭୋଟର ଦିବସ ପ୍ରତିଯୋଗିତା ନିମନ୍ତେ ଜିଲ୍ଲାରୁ ୪ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି |

ବକୃତା ଓ ସ୍ଲୋଗାନ ପ୍ରତିଯୋଗିତା ସକାଶେ ନବରଙ୍ଗପୁର ମହାବିଦ୍ୟାଳୟର ଛାତ୍ର ଆନନ୍ଦ କୁମାର ଦାସ, କୁଇଜ ପ୍ରତିଯୋଗିତାରେ ନବରଙ୍ଗପୁର ଡ଼ିଆଇଇଟି ର ଛାତ୍ରୀ ପଙ୍କଜିନୀ ଗୌଡ଼ ଓ ସେହିପରି ଫୟସ୍ତର ପ୍ରତିଯୋଗିତା ସକାଶେ ଡ଼ିଆଇଇଟି ର ଛାତ୍ରୀ ସ୍ମୃତି ସ୍ମରଣିକା ସାମଲ ଓ ସରସ୍ବତୀ ଶିଶୁମନ୍ଦିର ର ଛାତ୍ରୀ ଅଭିପ୍ସା ରଥ ଦୁହେଁ ମନୋନୀତ ହୋଇଛନ୍ତି | ଏଠାରେ ପ୍ରକାଶ ଯୋଗ୍ୟଯେ ଏହି ସମସ୍ତ ପ୍ରତିଯୋଗୀ ମାନେ ଜାତୀୟ ଭୋଟର ଦିବସ ୨୦୧୯ ନିମନ୍ତେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ |

Comments are closed.