ଧର୍ଷଣ କେସ ରେ ଫେରାର ଥିବା ୱାରେଣ୍ଟି ଗିରଫ

0
168
ଧର୍ଷଣ କେସ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୭/୦୨) : ଗଜପତି ଜିଲ୍ଲା ର କାଶୀନଗର ଥାନା ଅଞ୍ଚଳ ର ଦେବ ଦଳା ଗ୍ରାମରୁ ଜଣେ ୱାରେଣ୍ଟି ଗିରଫ ହୋଇଛି । ପ୍ରକାଶ ଥାଉକୀ ଏହି ୱାରେନ୍ତି ଏକ ଧର୍ଷଣ କେସ ର ଆସାମୀ ଥିଲେ ।

ଦୀର୍ଘ ଦିନ ହେଲା ଧର୍ଷଣ କେସ ରେ ଫେରାର ଥିବା ୱାରେଣ୍ଟି ପୋଲିସ ଆଖିରେ ଧୂଳି ଦେଇ ଚକମା ଦେଖାଉଥିଲେ । ଏହି ଆଦମୀ ଙ୍କ ନାମ ହେମନ୍ତ ମିସାଲ ସେ ବିଶାଖାପାଟଣା ରେ ରହୁଥିବା ଖବର ପାଇ ପୋଲିସ ତାକୁ ସେଠାରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।