କେ.ସୀତା ପୁର ଗ୍ରାମ ପଞ୍ଚାୟତ ରେ ବିଜେଡ଼ି ପାଇଁ ପ୍ରଚାର କରୁଛନ୍ତି ଡ଼ା ତିରୁପତି ପାଣିଗ୍ରାହୀ

0
129
କେ.ସୀତା ପୁର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୭/୦୨) : ଗଜପତି ଜିଲ୍ଲା ର କାଶୀନଗର ବ୍ଲକ ର କେ.ସୀତା ପୁର ଗ୍ରାମ ପଞ୍ଚାୟତ ରେ ବିଜେଡ଼ି ର ପ୍ରଚାର କୁ ଜୋରଦାର କରିଛି । ଏହି ଅଞ୍ଚଳ ରେ ବିଜେଡ଼ି ପାଇଁ ଜୋରଦାର ପ୍ରଚାର କରୁଛନ୍ତି ଡ଼ା ତିରୁପତି ପାଣିଗ୍ରାହୀ ।

ହାଇଟେକ୍ ମେଡ଼ିକାଲ ର ଅଧ୍ୟକ୍ଷ ଡ଼ା ତିରୁପତି ପାଣିଗ୍ରାହୀ ତଥା ବିଜୁ ଜନତା ଦଳ ର ଗଜପତି ଜିଲ୍ଲା ମଙ୍ଗ ଧରିଥିବା ଶ୍ରୀ ପାଣିଗ୍ରାହୀ ଙ୍କ ସହ ଜିଲ୍ଲା ସଭାପତି ପ୍ରଦୀପ ନାୟକ, ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ଜି. ତିରୁପତି ରାଓ, ସମିତି ସଭ୍ୟ ପ୍ରାର୍ଥୀ ବାଲା ସୟମ୍ମା, ସରପଞ୍ଚ ପ୍ରାର୍ଥୀ କେ.ସୀତା ପୁର ଗ୍ରାମ ରେ ପ୍ରଚାର ଗତ କାଲି ରାତି ରେ ଅନୁଷ୍ଠିତ ହୋଇଯାଇଛି । ଏଠାରେ ତେଲୁଗୁ ଭୋଟର ଅଧିକ ଥିବାରୁ ତେଲୁଗୁ ଭାଷା ରେ ବିଜେଡ଼ି ପାଇଁ ଜୋରଦାର ପ୍ରଚାର କରା ଯାଇଥିଲା ।