ରାଇକିଆ ରେ ଶୀତ ର ପ୍ରଭାବ ପଡିଛି

0
160
ରାଇକିଆ

ରିପୋର୍ଟ : ଜଗଦୀଶ ଦାଶ
ରାଇକିଆ, କନ୍ଧମାଳ, (୦୬/୦୨) : କିଛି ଦିନର ବ୍ୟବଧାନ ପରେ ସମେତ ସମଗ୍ର କନ୍ଧମାଳ ଜିଲ୍ଲା କୁ ପୁଣି ଶୀତ ଲେଉଟିଛି । ସମଗ୍ର କନ୍ଧମାଳ ଜିଲ୍ଲାରେ ଏବେ ପ୍ରବଳ ଶୀତ ଅନୁଭୂତ ହେଉଛି । ରାଇକିଆ ରେ ଶୀତ ର ପ୍ରଭାବ ପଡିଛି ।

ରାଇକିଆ ରେ ଶୀତ ର ପ୍ରଭାବ ରେ ଲୋକମାନେ ଶିତ ଦାଉରୁ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ ନିଆଁ ଜାଳି ପାଖରେ ବସିଥିବା ଦେଖିବାକୁ ମଧ୍ୟ ମିଳୁଛି । ଛୋଟ ପିଲା ମାନଙ୍କ ସହ ବଡ ଲୋକ ମାନେ ସମସ୍ତେ ନିଆ ପାଖ ରେ ବସି ଅଛନ୍ତି ।