ଡାଳମେରିଡି ଗ୍ରାମରେ ଅଶ୍ଵମେଧ ଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ

0
211
ଡାଳମେରିଡି

ରିପୋର୍ଟ : ନରତ୍ତମ ପାଢୀ //
ରାୟଗଡ଼ା, (୪/୧/) : ରାୟଗଡ ଜିଲ୍ଲା ମୁନିଗୁଡ଼ା ବ୍ଳକ ଶିବପଦର ଗ୍ରାମ ପଞ୍ଚାୟତ ର ଡାଳମେରିଡି ଗ୍ରାମରେ କଳସ ଯାତ୍ରା ସହିତ ଅଶ୍ୱମେଧ ଯଜ୍ଞ ୫/୨ ଟା ରୁ ୭/୨/୨୨ ପର୍ଯ୍ୟନ୍ତ ଚାଲିବ ।

ଏଥିରେ ବାବ ଶ୍ରି ସନ ମାଜୀ, ଶ୍ରୀ ମହୋନ, ରାଇ, ଶ୍ରୀଧର ପିଡିକାକା, ଡମ୍ବରୁଧର ପିଡିକାକା, ନରତ୍ତମ ପାଢୀ, ପ୍ରସାଦ ବାଡିଗୁମା, ଶ୍ରୀ ନାରାୟଣ, ଶ୍ରୀ ମତୀ ‌ନାରାୟଣୀ ଓ ଡାଳମେରିଡି ଗ୍ରାମ ବାସୀ ବୃନ୍ଦ ଙ୍କ ସହୋଜୋଗ ରେ ଏବଂ ଢେଙ୍କାନାଳ ଯୋରନ୍ଦା ମେଳାରେ ବାବା ମାନଙ୍କ ସମାଗମ ରେ ଅର୍ଣ୍ଣ ଛତ୍ର ଆୟୋଜିତ କରାଯାଇଛି ।