ଟୀକାକରଣ ପାଇଁ ସଚେତନ ରଥ

0
176
ଟୀକାକରଣ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୪/୦୨) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ରେ କୋଭିଡ଼ ଟୀକାକରଣ ପାଇଁ ସଚେତନ ରଥ ପରିକ୍ରମା କରୁଛି ।

କାଶୀନଗର ବ୍ଲକ ର ୧୨ ଟି ପଞ୍ଚାୟତ ରେ ଆଗାମୀ ଫେବୃଆରୀ ୨୨ ରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏଣୁ ସମସ୍ତ ଭୋଟର ଯେଭଳି ଟୀକା ଦାନ ରୁ ବଞ୍ଚିତ ନ ହେବେ ସେଥିପାଇଁ ଦୃଷ୍ଟି ଦିଆଯାଉଛି ବୋଲି ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ ଡ଼ା ପାର୍ଥସାରଥୀ ବେହେରା ସୂଚନା ଦେଇଛନ୍ତି । ପ୍ରସନ୍ନ ଅଧିକାରୀ ସୁପର ଭାଇଯାର ଙ୍କ ନେତୃତ୍ୱରେ ଏହି ଟୀକାକରଣ ପାଇଁ ଚାଲିଛି ।