କଂଗ୍ରେସ ଦଳର ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ

0
513
କଂଗ୍ରେସ ଦଳର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର, (୪/୨) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ଦଳର ପକ୍ଷରୁ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ କରାଯାଇଛି ।d67a07f8 af63 4fe3 8a10 8f73f79a651b କଂଗ୍ରେସ ଦଳର ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ

ଏ ଅବସରରେ ରାୟଗଡା ଜିଲ୍ଲା କଂଗ୍ରେସ ଦଳର ସଭାପତି ଦୁର୍ଗା ପ୍ରସାଦ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ଉପସଭାପତି ଶଙ୍କର୍ଷଣ ମଙ୍ଗରାଜ, ବିଷମକଟକ ର ଯୁବ ସଭାପତି ନୀଳମାଧବ ଉଲ୍ଲକା, ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ବରିଷ୍ଠ କଂଗ୍ରେସ ନେତା ଆପୁଲୁ ସ୍ୱାମୀ କୌଶଲ୍ୟା, ସମେତ ନିର୍ବାଚନରେ ପ୍ରାର୍ଥୀ କ ଜୋନର ଜିଲ୍ଲା ପରିଷଦ ସଦସ୍ୟ ଅଶ୍ୱିନୀ କୁମାର ମହାପାତ୍ର, ସରପଞ୍ଚ ପ୍ରାର୍ଥୀ ଗୌତମ ବାର୍ଲି, ସମିତି ସଭ୍ୟା ସସ୍ମିତା କାଡ୍ରାକା ପ୍ରମୁଖ ମଞ୍ଚାସିନ ରହିଥିଲେ ।3df59c9e f417 4c98 a7e6 ba9b5ec5b85c କଂଗ୍ରେସ ଦଳର ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ

ମୁଖ୍ୟ ଅତିଥି ଙ୍କ ଦ୍ଵାରା ଅସ୍ଥାୟୀ କାର୍ଯ୍ୟାଳୟ ଉଦଘାଟନ କରିଥିଲେ । ଚଳିତ ନିର୍ବାଚନରେ ଯେମିତି ବାଜିମାତ ମାରିବା ସେ ବିଷୟରେ ଆଲୋଚନା କରିଥିଲେ । ଏଥିରେ ବହୁ ସଂଖ୍ୟକ ଦଳୀୟ କର୍ମୀ ନେତା ପ୍ରମୁଖ ଉପସ୍ଥିତ ରହିଥିଲେ ।